ଝାରସୁଗୁଡ଼ାଠାରେ କେନ୍ଦ୍ରୀୟ ଦୁର୍ଗା ପୂଜା କମିଟିର ମିଳିତ ସଭା ଅନୁଷ୍ଠିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର କାଳୀବାଡ଼ି ଦୁର୍ଗା ମଣ୍ଡପଠାରେ ଦ୍ବିପହର ୧୨.୦୦ ଟା ସମୟରେ କେନ୍ଦ୍ରୀୟ ଦୁର୍ଗାପୂଜା କମିଟି ଶାରଦୀୟ ଦୁର୍ଗାପୂଜା ନିମନ୍ତେ ବିଚାର କରିବା ପାଇଁ ଏକ ସଭା ଅନୁଷ୍ଠିତ କରିଥିଲେ। ଶାନ୍ତି ମୂଖାର୍ଜୀଙ୍କ ସଭାପତିତ୍ବରେ ଦୀର୍ଘ ସମୟ ଧରି ଆସନ୍ତା…