କଦଳୀଗଡ଼ ସଙ୍ଗରୋଧ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ପ୍ରବାସୀ ଓଡ଼ିଆ

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ -କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ରେ ରହୁଥିବା ପ୍ରବାସୀ ଓଡିଆ ମାନେ ‘ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହି କେନ୍ଦ୍ରରେ ରହୁଥିବା ୩୮ଜଣ ପ୍ରବାସୀ ସାମାଜିକ ଦୂରତ୍ୱ…

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ  ରାଜ୍ୟ, ଦେଶ ଏବଂ…

 ଆଇପିଏସ ବଦଳି : ଯୁଗଳ କିଶୋର ଗଲେ କଟକ , ସୁଧାଂଶୁ ମିଶ୍ରଙ୍କୁ ବାଲେଶ୍ୱର 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟିଆ ଅଦଳ ବଦଳ କରିଛନ୍ତି | ଏସପି ବାଲେଶ୍ୱର ଥିବା ୨୦୧୧ ବ୍ୟାଚ ଆଇପିଏସ ଅଫିସର ଯୁଗଳ କିଶୋର କୁମାର ବନୋଥଙ୍କୁ ବଦଳି କରାଯାଇ ତାଙ୍କୁ ଏସପି କଟକ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ଏସପି କ୍ରାଇମବ୍ରାଞ୍ଚ ଥିବା…

ନବୀନଙ୍କ ଡ଼ାକରାରେ ଗୋଟିଏ ସ୍ୱରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ 

ବନ୍ଦେ ଉତ୍କଳ ଜନନୀ ଗାୟନରେ  ସାମିଲ ହେଲେ ସଭିଏଁ ପଲ୍ଲୀରେ ଗାଇଲେ , ପ୍ରବାସରେ ବି ଶୁଭିଲା ବିଦେଶରେ ବି ଗୁଂଜରିତ ଜେଲ ବନ୍ଦେ ଉତ୍କଳ ଜନନୀ  ଭୁବନେଶ୍ୱର : ଡାକରା ଦେଇଥିଲେ ମୁଖ୍ୟମନ୍ତ୍ରୀ | କରୋନା ବିରୋଧରେ ଲଢେଇ କରୁଥିବା ଅଗଣିତ  କରୋନା ଯୋଦ୍ଧାଙ୍କୁ ଜଣାଇବାକୁ ସମ୍ମାନ ଓଡ଼ିଶାର…

ସରିଲା ଚକା ଡେରା  : ଖୁବ୍‍ ଶୀଘ୍ର ଲାଗିବ ଅଖ 

 ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିପଡିଛନ୍ତି ଓଝା ସେବକ  ପୁରୀ (ଶାସକ ପ୍ରଶାସକ) : ଋଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ…

ବିନା ଶ୍ରଦ୍ଧାଳୁରେ ହେବ ସ୍ନାନଯାତ୍ରା : ଖୋଲିବନି ଶ୍ରୀମନ୍ଦିର :  ଗଜପତି

ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ରଥ ଯାତ୍ରା ସମ୍ପର୍କରେ ସରକାର ନେବେ ନିଷ୍ପତ୍ତି ହେଲେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପାଇଁ ଅନୁମତି ଦେବା ଠିକ ହୋଇନପାରେ  Puri/Bhubaneswar(shasak prashasak) :  ବିଧି…

ସୁସ୍ଥ ହେଲେ ଆଉ ୭୩ ଜଣ 

 ଭୁବନେଶ୍ୱର : ଆଜି କରୋନା ଫାଶରୁ ମୁକୁଳିଛନ୍ତି ଆଉ ୭୩ ଜଣ | ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଇଛି | ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଁଚିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬୦ ରହିଛି , ମାନେ ମୋଟ ଆକ୍ରାଙ୍କ ସଂଖ୍ୟାର ଅଧାରୁ ବହୁତ କମ |  ଆଜି…

ମଠ ମନ୍ଦିରର ପୂଜକମାନଙ୍କୁ ସୋ ଏମ୍ ଆଇ ଫାଉଣ୍ଡେସନ ପକ୍ଷରୁ ରାସନ ସହାୟତା ପ୍ରଦାନ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀକୁ ନେଇ ଲକ୍ ଡ଼ାଉନର ଛାଟ ମଠ ମନ୍ଦିରମାନଙ୍କରେ ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ତଥା ସମର୍ପିତ ପୂଜକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୂଜକାମାନଙ୍କୁ ସରକାର କୌଣସି ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେଇନଥିବାରୁ ସେମାନେ…

ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ଆର୍ଥିକ ସହାୟତା ପ୍ରଦାନ ଅଙ୍ଗନବାଡି କର୍ମୀ ସଂଘ

ସୋହେଲା  :- ସୋହେଲା ବ୍ଲକ ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ହେଲା ଦିନଠାରୁ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ସହିତ…

କରୋନା :  ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ ବିମାନ

 ବିମାନ ଚାଳକ କରୋନା ପଜିଟିଭ ବୋଲି ଅନୁଭବ କରିବା ପରେ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର (AI-1945)ଅଧା ବାଟରୁ ଫେରିଲା  | ଫ୍ଲାଇଟ ଉଡାଣ ପୂର୍ବରୁ ହୋଇଥିବା ରିପୋର୍ଟରେ ତ୍ରୁଟି ଯୋଗୁ ଏଭଳି ଘଟିଛି ବୋଲି କୁହାଯାଇଛି | ପୂର୍ବରୁ ହୋଇଥିବା ୭…