“ ବନ୍ଦେ ଉତ୍କଳ ଜନନୀ” – ସାରା ଓଡ଼ିଶା ସହ ସ୍ୱର ମିଳାଇଲା ସୋଆ

http://www.youtube.com/watch?v=CLfVXICjj_8 ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ମଧ୍ୟ…

କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ  ଜନନୀ ଗାନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍, କିମ୍ସ ଓ କିସର  ପଦାଧିକାରୀ ଓ କର୍ମଚାରୀମାନେ ସମୂହ  ବନ୍ଦେ ଉତ୍କଳ  ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ…

ଟିଟିଲାଗଡ ରେ ସାର୍ବଜନୀନ ଭାବେ ବନ୍ଦେ ଉତ୍କଳଜନନୀ ଗାନ କରାଗଲା। 

ଟିଟିଲାଗଡ (ଗୌରବ ଦର୍ଜୀ) : କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ୩୦ ତାରିଖ ଶନିବାର ସନ୍ଧ୍ୟା ୫ଟା ୩୦ରେ ସମସ୍ତେ ‘ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଓଡ଼ିଶା ମାଟି ସହ…

  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ 

 ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ହେବା ପରଠାରୁ  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ | ଆଜି ଚିହ୍ନଟ ହୋଇଛନ୍ତି ୧୨୯ ଜଣ ପଜିଟିଭ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୯୪୮ରେ | ୮୮୯ ଏବେ ସକ୍ରିୟ ରୋଗୀ ଥିବା ବେଲେ ସୁସ୍ଥଙ୍କ ସଂଖ୍ୟା ୧୦୫୦ ରହିଛି | ଆଜିର ଆକ୍ରାନ୍ତଙ୍କ ମଧ୍ୟରେ…

ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ  ଓଡ଼ିଶା ମୋ ପରିବାର ପ୍ରବାସୀ ପଥଚାରୀ ଶ୍ରମିକ ସହାୟତା କେନ୍ଦ୍ର ଶୁଭାରମ୍ଭ

ଟିଟିଲାଗଡ ,ସଇଁନ୍ତଳା (ଗୌରବ ଦର୍ଜୀ)- ବିଶ୍ବ ରେ ଲକଡାଉନ ଥିବା ବେଳେ ଏଘଡି ସନ୍ଧି ମହୁତ୍ବରେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ମୋ ପରିବାର ପ୍ରବାସୀ ପଥ ଚାରି ଶ୍ରମିକ ସହାୟତା କେନ୍ଦ୍ର ଫିତା କାଟି  ଉଦଘାଟନ କରିଥିଲେ।ମୁଖ୍ୟମନ୍ତ୍ରୀ…

ବନ୍ଦେ ଉତ୍କଳ ଜନନୀ ରେ ଗୁଞ୍ଜରିତ ହେଲା କୋକସରାର ବିଭିନ୍ନ ଅଞ୍ଚଳ

 କରୋନା ଯୋଦ୍ଧା ଙ୍କୁ ସମ୍ମାନ ଓ ଉତ୍ସାହିତ କଲେ ବିଭିନ୍ନ ଅନୁଷ୍ଠାନ  କଳାହାଣ୍ଡି ଧର୍ମଗଡ ସୁଶାନ୍ତ ରାଉତ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ସବୁ ଓଡ଼ିଆ l କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ୱାନ ଦେଇଥିଲେ…

ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିପାରୁନି କ୍ଷତିପୂରଣ !

  ସମ୍ବଲପୁର/ରେଙ୍ଗାଲି,   (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ  ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଏ ପର୍ଯନ୍ତ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି l…

ବନ୍ଦେ  ଉତ୍କଳ ଜନନୀ ଗାନରେ ମୁଖରିତ ହୋଇ ପଡ଼ିଲା ବାରିପଦା ପୌରପରିଷଦ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ  ଠିକ୍ ସାଢେ଼ ୫ଟା ସମୟରେ ବନ୍ଦେ  ଉତ୍କଳ ଜନନୀ ସଙ୍ଗୀତର ସୁମଧୁର ମୁର୍ଚ୍ଛନା ବାରିପଦା ପୌରପରିଷଦର ଗଗନପବନକୁ ମୁଖରିତ କରାଇ ଦେଇଥିଲା । ଏହି ସମୟରେ ବାରିପଦା ସହରର ପ୍ରାୟତଃ ସମସ୍ତ ଜନସାଧାରଣ ଯିଏ ଯେଉଁଠାରେ ଥିଲେ…

ବାରିପଦା ସହରର ରାସ୍ତାଘାଟରେ ଗୁଡ଼ି ଉଡ଼ାକୁ ନେଇ ଜନଅସନ୍ତୋଷ ତୀବ୍ର

ଗୁଡ଼ିର ମାଞ୍ଜ ସୂତାରେ ପଥଚାରୀ ଆହତ, ଏ ଦିଗରେ ପୁଲିସର ନିଘା ନାହିଁ କି ପଘା ନାହିଁ ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ୪ : ୦ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଫଳରେ ରାସ୍ତାଘାଟରେ ଗାଡ଼ି ମୋଟର ସହିତ ଜନସାଧାରଣଙ୍କ ଚଳପ୍ରଚଳ…