ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ନାୟିକା ଉଠିଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ନିମନ୍ତେ ବାରିପଦା ଦେବୋତ୍ତର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହାୟତାରେ ରଥ…

କ୍ୟାବିନେଟ ବୈଠକ : ୧୪ ବର୍ଷ ପରେ ପ୍ରଥମ ଥର ସଂଶୋଧିତ ହେଲା ଏମଏସଏମଇର ପରିଭାଷା

ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ • ଏମଏସଏମଇ, ଉଠାଦୋକାନୀ ଓ କୃଷକଙ୍କ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ • ମଧ୍ୟମ ୟୁନିଟଗୁଡ଼ିକ ପାଇଁ ନିବେଶ ସୀମା 50 କୋଟି ଓ କାରବାର ସୀମା 250 କୋଟି ଟଙ୍କାକୁ ବୃଦ୍ଧି •…

ହୀରାକୁଦରେ ଜୀବନବିନ୍ଦୁ, ୩୨ ୟୁନିଟ ସଂଗୃହିତ l

ସମ୍ବଲପୁର,(ରମାକାନ୍ତ ବିଶ୍ଡାଲ ) : ଲକଡ଼ାଉନ କଟକଣା ଯୋଗୁଁ  ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବକୁ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି  ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ  ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ…

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୧, ସାବଧାନ୍ ! ଜମନକିରା ବ୍ଲକ ଛୁଁଇଲା କରୋନା !

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି  ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ୨ ଯୁବକ  ଜଣଙ୍କ  ବୟସ ୨୦ ଏବଂ ଜଣେ ଯୁଜୋମୁରା ବ୍ଲକ  ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ଜଣକ ଜମନକିରା ବ୍ଲକ ବଡ଼ରମା ସ୍ଥିତ…

ରାଜ ସୁନାଖଳା ମହୋତ୍ସବ ସମ୍ପାଦକଙ୍କ ପିତୃ ବିୟୋଗରେ ଶୋକସଭା

ନୟାଗଡ଼ (ବିଶ୍ୱଜିତ ନାୟକ )- ନୟାଗଡ ରାଜ ସୁନାଖଳା ମହୋତ୍ସବ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଙ୍କ ପିତା ତଥା ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସ୍ବର୍ଗତ ରବୀନ୍ଦ୍ର କୁମାର ପ୍ରଧାନ ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶୋକସଭା ଅନୁଷ୍ଠିତ ହୋଇଛି ।ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଥିବା…

ଗରଗରା ଖାପ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ ହେଲା ପୋଲ ଗୟଳ

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧି ରକ୍ଷାକୁ ମୁଖ୍ୟ ପ୍ରଶାସକଙ୍କ ଗୁରୁତ୍ୱ ରଥ ତିଆରି କାର୍ଯ୍ୟରେ ନିୟୋଜିତ ସେବକମାନଙ୍କ ନିଷ୍ଠାପୂର୍ଣ କାର୍ଯ୍ୟକୁ ପ୍ରଶଂସା ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ…

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଦ୍ଵିତୀୟ ଥର ରକ୍ତ ଦାନ ଶିବିର

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର୍,ଭୁକ୍ତା ରେ ଦ୍ଵିତୀୟ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିରରେ ବରଗଡ ରକ୍ତ ଭଣ୍ଡାର କୁ ୩୨ ୟୁନିଟ୍(୪ ଜଣ ମହିଳା ଓ ୨୮ ଜଣ ପୁରୁଷ ରକ୍ତ ଦାତା) ରକ୍ତ…

ମାନୁନାହାନ୍ତି ଅମାନିଆ : ଗଳା ବାଟରେ ଚାଲିଛି ଆନ୍ତଃରାଜ୍ୟ ଗମନାଗମନ 

 ଚିରାଲ ନାଲା ପାର କରି ଏପଟ ସେପଟ ହେଉଛନ୍ତି ଛତିଶଗଡ-ଓଡିଶା ବାସିନ୍ଦା ଝାରବନ୍ଧ/ମନୋହର ଦାଶ :କରୋନା ରୋଗ ର କୌଣସି ଟିକା କିମ୍ବା ଔଷଧ ବାହାରି ନ ଥିବା ବେଳେ କେବଳ ଲକ୍ଡାଉନ ଏକ ମାତ୍ର ଔଷଧ ପାଲଟିଛି ।ସେଥି ପାଇଁ ସରକାର ୫ମ ପର୍ଯ୍ୟାୟ ରେ ଲକଡାଉନ ବଢାଇଛନ୍ତି। କରୋନା ସଂକ୍ରମଣର ଶୃଂଖଳା…

ରାତ୍ରୀ କାଳୀନ କର୍ଫ୍ୟୁରେ ସରକାର କଲେ ସାମାନ୍ୟ ସଂଶୋଧନ

ସନ୍ଧ୍ୟା ୭ରୁ ସକାଳ ୭ ବଦଳରେ ସନ୍ଧ୍ୟା ୭ରୁ ସକାଳ ୫ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହେଲା ଆଦେଶନାମା  ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମଇ ୩୧ରେ ଲକ୍ ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ ତାରିଖରୁ ଦେଶରେ ପର୍ଯ୍ୟାୟ କ୍ରମେ ଅନଲକ…

ଲାକଡାଉନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବେନିୟମ ଓ ଜୋରଜବରଦସ୍ତ ଋଣ ଆଦାୟକୁ ନେଇ ବିରୋଧ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସରକାର ମହିଳା ମାନଙ୍କ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରେଇବା ପାଇଁ ବହୁତ ଯୋଜନା କରିଛନ୍ତି । ସେଥି ମଧ୍ୟରୁ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ଗୋଷ୍ଠୀ (ଗ୍ରୁପ) ତିଆରି କରି ବିଭିନ୍ନ ପ୍ରକାର ବ୍ୟବସାୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ସମ୍ବଲପୁର ର ବହୁତ…