୨୩ ଗ୍ରାମ ବ୍ରାଉନ ସୁଗାର ଜବତ ; ୨ଗିରଫ କୋର୍ଟ ଚାଲାଣ

ସୋହେଲା(ଶାସକ ପ୍ରଶାସକ)- ବରଗଡ ଜିଲ୍ଲା ସୋହେଲା ପୋଲିସ ରାୟପୁରରୁ ବରଗଡ଼କୁ ଏକ  ବାଇକରେ ବ୍ରାଉନ ସୁଗାର ଚୋରା ଚାଲଣ କରୁଥିବା ଅଭିଯୋଗରେ ୨ ଜଣକୁ ପୋଲିସ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବରଗଡ ଥାନା ଖଜୁରଟିକିରାର ଅରସଦ ଓରଫ ରାଜା ଖାନ(୩୨) ଓ ସୋହେଲା ଥାନା ବିନ୍ଧନପାଲି…

ରାଜ୍ୟରେ ପୁଣି 90 କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଆଉ 90 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୨,୪୭୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରେ ଜଣେ, ବାଲେଶ୍ୱରରେ ଜଣେ, ବରଗଡ଼ରେ ଜଣେ, ଭଦ୍ରକ ୯ଜଣ, କଟକ ୫ଜଣ, ଢେଙ୍କାନାଳ ୧୦ଜଣ, ଗଞ୍ଜାମ ୨୨ ଜଣ, କଳାହାଣ୍ଡିରେ ଜଣେ,…

କରୋନା ସଚେତନତା ପାଇଁ ସାଇକେଲରେ ଶିଳ୍ପ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର

ଜୁନାଗଡ଼ / ଆଦିତ୍ୟ ମହାନ୍ତି : ଲାକଡାଉନ ପରେ ରାଜ୍ୟରେ ଅନଲକ ୧ ରେ ସରକାର କିଛି କଟକଣାକୁ କୋହଳ କରିଥିବା ବେଳେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରିଛନ୍ତି ଲୋକଙ୍କୁ | ଏହି ବିଷୟରେ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ଦେବା ପାଇଁ  ଜୁନାଗଡ଼ ବିଧାୟକ ରାଜ୍ୟ ଗୃହ…

କରୋନା ଲଢ଼େଇରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ

ପ୍ରଦେଶ କଂଗ୍ରେସ କମିଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ପର୍ଦ୍ଦାଫାଶ କରାଯିବ କଂଗ୍ରେସ ସାଧାରଣ ଜନତାଙ୍କ ପାଖରେ ରହି ଲଢ଼େଇ ଜାରି ରଖିଛି  ଭୁବନେଶ୍ୱର(ଶାସକ ପ୍ରଶାସକ)–  କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କରୋନା ମୁକାବିଲା ଏବଂ…

ସମବାୟ ସୂତ୍ରରେ ଲୁଟ : ମିଳିମିଶି ଖାଇଯାଇଛନ୍ତି ୫କୋଟିରୁ ଉର୍ଧ୍ଵ ଟଙ୍କା!!!!!

କୁରାଳ ସେବା ସମବାୟ ସମିତି ଜମାଅର୍ଥ ହଡପ ଘଟଣା ୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର ନେଇ ତଦନ୍ତ ଆରମ୍ଭ  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସହବନ୍ଧିତ କୁରାଳ କୃଷି ସମବାୟ ସମିତିରେ ପ୍ରାୟ ୭ଶହ ଜମାକାରୀଙ୍କ ୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର…

ଟିଟିଲାଗଡରେ ମାସ୍କ୍ କୁ ନେଇ ପୋଲିସ ସକ୍ରିୟ ।

ଟିଟିଲାଗଡ (ଗୌରବ ଦର୍ଜୀ)- Covid-19 ର 5.0 ରେ ସାରା ଦେଶରେ ସାଧାରଣ ଜନତାଙ୍କୁ କିଛି ମାତ୍ର ରେ ରିହାତି ଦିଆଯାଇଛି। ଯାହା ଫଳରେ ଦୋକାନ ବଜାର ଖୋଳା ଯାଇପାରୁଛି। ଯାନବାହାନ ଗମନାଗମନ କରିବା ପାଇଁ ଜନସାଧାରଣ ଆଶ୍ଵସ୍ଥି ପାଇଲେ। କିନ୍ତୁ ସରକାର ନିର୍ଦେଶ  ଜାରି କରିଛନ୍ତି ସାମାଜିକ ଦୂରତା…

 ଓଡିଶା ମୋ ପରିବାର” ସହାୟତା କେନ୍ଦ୍ର : ଗୋଟେ ଦିନରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ l 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଅଇଁଠାପାଲି ଠାରେ "ଓଡିଶା ମୋ  ପରିବାର" ସହାୟତା କେନ୍ଦ୍ର ର ଆଜି  ଷଷ୍ଠ  ଦିନ ରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ କରା ଯାଇଛି I ଆଜି ସହାୟତା କେନ୍ଦ୍ର କୁ କୁଚିଣ୍ଡା ବିଧାୟକ କିଶୋର ନାୟକ ଆସି ପ୍ରବାସୀ ଶ୍ରମିକ ମାନଙ୍କୁ…

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୫, ବାମରା ବ୍ଲକ ଛୁଁଇଲା କରୋନା !

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ବାମରା ବ୍ଲକ ରେ ପାଦ ଦେଇଛି କରୋନା l  ଆଜି ସମ୍ବଲପୁର ଜ଼ିଲ୍ଲାରୁ  କରୋନା ପଜିଟିଭ ଚି଼ହ୍ନଟ ୩ ଜଣ ବ୍ୟକ୍ତି ଙ୍କ ମଧ୍ୟରୁ ୨ ଜଣ ବାମରା ବ୍ଲକ ର ହୋଇଥିବା ବେଳେ ଜଣେ ମହା ନଗର ନିଗମ ଅଂଚଳର ବୋଲି ଜଣାଯାଇଛି l   ତେବେ କରୋନା ପଜିଟିଭ ଚି଼ହ୍ନଟ ବାମରା…

ଶୁଣିବା ପରେ ଲଜ୍ୟାରେ ଲୋକଙ୍କ ମୁଣ୍ଡ ନଇଁଯାଉଛି, ପ୍ରଶାସନକୁ ଲାଜ ଲାଗୁଛି କି ନାହିଁ କେଜାଣି !

 ଧନ୍ୟ ପ୍ରଶାସନର ଶିଶୁ ଓ ବାଳିକା ସୁରକ୍ଷା କାର୍ଯ୍ୟକ୍ରମ   ସଦର ଏସଡିପିଓଙ୍କ କାର୍ଯ୍ୟାଳୟ  ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ  ଘଟଣାଟି  ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ l  ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଲଜ୍ୟା, ଲଜ୍ୟା, ଲଜ୍ୟା l …

ଅଞ୍ଚଳରେ ଉତ୍କଟ ପାନୀୟ ଜଳ ଯୋଗାଣ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ  ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲେ ସାଖିପଡାବାସୀ

 ସମ୍ବଲପୁର   (ରମାକାନ୍ତ ବିଶ୍ବାଳ ) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ର ତାପ ଉପରେ ଜଳ କଷ୍ଟ ସମ୍ବଲପୁର ସହରବାସୀ ଙ୍କୁ କରିଦେଇଛି ଅତିଷ୍ଠ । ମହାନଗର ନିଗମର ର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟା ରୁ ବର୍ତ୍ତି ନାହିଁ । ବିଶେଷ କରି ସଖିପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ…