ଜାତିସଂଘର ସହକାରୀ ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ଧର୍ମେନ୍ଦ୍ର 

ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା - ଧର୍ମେନ୍ଦ୍ର ପ୍ରଧାନ • ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେଆଲୋଚନା • ଦେଶରେ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା  କରାଯାଉଥିବା ୫ ହଜାର ସିବିଜି…

ଖଣି ଅଂଚଳର ବିକାଶ ପାଇଁ ଉପଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ

ଚମ୍ପୁଆ, (ଶାସକ ପ୍ରଶାସକ ): ଯୋଡ଼ା, ବଡ଼ବିଲ ଖଣି ଅଂଚଳରେ ବିକାଶ ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳ ତଥା ବଡ଼ବିଲ ପୌରପାଳିକା ପ୍ରଶାସକ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଣି ଅଂଚଳରେ ଯାନବାହନ ଚଳାଚଳ,…

ଲକ ଡାଉନ କୋହଳ ହୋଇଛି ଜୀବିକା ପାଇଁ, ଜୀବନକୁ ବିପନ୍ନ କରିବାକୁ ନୁହେଁ : ମୁଖ୍ୟମନ୍ତ୍ରୀ 

ଲକ ଡାଉନ କୋହଳ ହେଲା ମାନେ ନୁହେଁ ଯେ କରୋନା ଚାଲିଗଲା ପ୍ରବାସୀ ଓଡ଼ିଆ ଭାଇମାନେ ଆସୁଛନ୍ତି, ପୁଣି ମୁଣ୍ଡ ଉପରେ ମୌସୁମୀ  ସଟ ଡାଉନ ଓ କର୍ଫ୍ୟୁ ମିଶି ଆମେ ୧୭ ଦିନ ରହିବା ଘରେ , ସଂକ୍ରମଣରୁ ଦୂରରେ ଭୁବନେଶ୍ୱର (ଶାସକ ପ୍ରଶାସକ) : " କରୋନା ବିରୋଧରେ ଦୁଇମାସ ହେଲା…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ୟାର୍ଥୀ  ପରିଷଦ

ବିଜେପୁର/ରାଜେଶ୍ୱର ବେହେରା : କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର ତଥା ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ସେମାନେ କର୍ତ୍ତବ୍ଯ ସଂପାଦନ କରୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ…

 ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୬ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁରରେ ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ମହା ନଗର ନିଗମ ଅଂଚଳର ୪୫ ବର୍ଷ ବୟସ ଜଣେ ପୁରୁଷ ଏବଂ ସେ  ହୀରାକୁଦ ଲରପଙ୍କ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି…

 ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ,  ରେଡ଼କ୍ରସ ପକ୍ଷରୁ ପୀଡିତାଙ୍କ ପରିବାର କୁ ୩0 ହଜାର ଟଙ୍କା ପ୍ରଦାନ l

ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ  ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ଜଣେ ନାବାଳିକା, ଜନ୍ମରୁ ମୁକ ବଧିର  ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା ଘଟିବାର ୫ ଦିନ…

କିମସ କୋବିଡ ହସପିଟାଲରେ ପ୍ରଥମ ସନ୍ତାନ ଜନ୍ମ

ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କିମସର ସ୍ଵତନ୍ତ୍ର କୋବିଡ ହସପିଟାଲ କାରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କାରୋନା ଆକ୍ରାନ୍ତ ପ୍ରସୂତିଙ୍କ ପୁତ୍ର ସନ୍ତାନ ପ୍ରସବ ସଫଳତାର…

 ଶୁଣ୍ଢିମୁଣ୍ଡାରେ ପାନୀୟ ଜଳର  ଅଭାବ: ୫ ରେ ବୌଦ୍ଧ -ରେଢାଖୋଲ ରାସ୍ତା ଅବରୋଧ 

 ଗ୍ରାମବାସୀ ଦେଲେ ଧମକ: ଉପଜିଲ୍ଲାପାଳଙ୍କୁ  ଦେଲେ ଦାବି ପତ୍ର ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ଖରା ତାତି  ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ର ବିଭିନ୍ନ  ଅଞ୍ଚଳରେ ପାନୀୟ ଜଳର ଅଭାବ ଦେଖା ଦେଇଛି। ସେହିପରି…

ରେଢ଼ାଖୋଲରେ ପଙ୍ଗପାଳ, ଚାଷୀ ଆତଙ୍କିତ 

ରେଢ଼ାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଆଜି ସକାଳେ ଏକ ଅରଖ ଗଛରେ ଦଳେ ପଙ୍ଗପାଳ ପୋକ ବସି ସବୁ ପତ୍ର ଖାଇ ଦେଇଥିବା କିଛି ଲୋକ ଦେଖିଥିଲେ। ଏହି ଖବର ସେହି ଅଞ୍ଚଳରେ ପ୍ରଚାର ହେବା ପରେ ଚାଷୀଙ୍କ ମନରେ ଏକ ଭୟ…

କରୋନା ଅପଡେଟ : ଆଜି ୯୦ ଆକ୍ରାନ୍ତଙ୍କୁ ୬୫ ସୁସ୍ଥ 

ଭୁବନେଶ୍ୱର: ଆଜି ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୫ ଜଣ | ଫଳରେ ମୋଟ ୨,୪୭୮ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିଙ୍କ ସଂଖ୍ୟା ରହିଛି ୯୮୮ | ଏଯାଏ ମୋଟ ସୁସ୍ଥ ହେଲେଣି ସୁସ୍ଥ ହୋଇଛନ୍ତି ୧,୪୮୧ ଜଣ | ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ବାଲେଶ୍ୱରରୁ ୨ଜଣ,…