ସମାଜ ସେବା ପାଇଁ ଗଜପତିର କିଶୋର ଚନ୍ଦ୍ର ଦାସଙ୍କୁ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବା ପାଇଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ମହାରାଷ୍ଟ୍ର ରାଜ୍ୟର ପୁନେ ସହରରେ ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ସମ୍ମିଳନୀ କକ୍ଷରେ ସମ୍ମାନିତ। ଉକ୍ତ କାର୍ଯ୍ୟକ୍ରମରେ ଗଜପତିର ସମାଜସେବୀ କିଶୋର ଚନ୍ଦ୍ର ଦାସଙ୍କୁ…