କୁତ୍ରା ଥାନା ପକ୍ଷରୁ ଚଢ଼ାଉ ଗୋ ମାଂସ ଜବତ ଜଣେ ଗିରଫ

0 1

ରାଜଗାଙ୍ଗପୁର 25/5/26() ଆସନ୍ତା ବଖି ରିଦ ପର୍ବ କୁ ନେଇ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ପୋଲିସ ମାର୍ଚ୍ଚ ପ୍ରଦର୍ଶନ କରି ଲୋକଙ୍କୁ ଦର୍ଶାଇ ଥିଲେ ଯେ ଆମେ ଶାନ୍ତିର ବାର୍ତ୍ତା ପ୍ରଦାନ କରି ଆପଣଙ୍କ ସହ ସାମିଲ ହୋଇ ଆଇନ ପ୍ରଣୟନକୁ ଶୃଙ୍ଖଳାର ସହ ପାଳନ କରିବାର ବାର୍ତ୍ତା ନେଇ ଗତ 23/5/ ଏବଂ 24/5/26 ଦୁଇଦିନ ଧରି କୁତ୍ରା ଥାନା ଅନ୍ତର୍ଗତ ଖତକୁଡ଼ ବାହାଲ ଗ୍ରାମ ରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଏସପି ଶାନ୍ତି ସୁମନ ସମଦ ଙ୍କ ନେତୃତ୍ୱ ରେ ରାଜଗାଙ୍ଗପୁର ଏସ ଡି ପି ଓ ବିଭୁତି ଭୂଷଣ ଭୋଇ କୁତ୍ରା ଥାନା ଅଧିକାରୀ ଲୋକେଶ ପ୍ରସାଦ ସାହୁ 4ପ୍ଲାଟୁନ ଫୋର୍ସ ନେଇ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆଇନ ଶୃଙ୍ଖଳା କିପରି ପାଳନ କରାଯାଇ ପାରିବ ପ୍ରଦର୍ଶନ କରି ଉକ୍ତ ଗ୍ରାମରେ ଚଢ଼ାଉ କରି 50କେଜି ଗୋ ମାଂସ ଜବତ କରିବା ସହ ଗୋଟିଏ ଫିଜର ଦୁଇଟି କଟୁରୀ ଦୁଇଟି ମାପ ଓଜନ ଯନ୍ତ କୁ ଜବତ କରିବା ସହ ଗଛିତ ରଖିଥିବା ଗୋ ମାଂସ ଏମଡିୱାସୀମ ରାଜା କୁ ଗିରଫ କରି କେସ ନମ୍ବର 106/26 ଧାର ୟୁ /ଏସ,26/(2)303(2)296/221/ 111(3)111(4)351(2)/3(5)ଡ଼ି ଏନ ଏମ ସେକ୍ସନ -7 ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି l

Leave A Reply

Your email address will not be published.