ହ୍ୟାଟ୍ରିକ ମାରିଲା କରୋନା

ନୂଆଦିଲ୍ଲୀ ( ଏସପିବି)  ଲଗାତାର ତୃତୀୟ ଦିନ ପାଇଁ ୧୧ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧୧, ୫୦୨ ଜଣ |  ଫଳରେ ଆଜି କୋବିଦ-୧୯ ଟାଲି ପହଂଚିଛି ୩,୩୨,୪୨୪ ରେ | ଆଉ ମୃତ୍ୟୁ ସଂଖ୍ୟା ପହଂଚିଛି ୯୫୨୦ | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଅର୍ଥାତ…

ଘନାଉଛି ଘୋଷ ଯାତ୍ରା ଅଡୁଆ: ସୁପ୍ରିମକୋର୍ଟରେ ରଥ ମାମଲା

ପୁରୀ(ଅନିମେଶ ପଟ୍ଟନାୟକ): ରଥଯାତ୍ରାକୁ ଆଉ  ଦିନ କେଇଟା ବାକି ରହିଥିବା ବେଳେ ଦିନକୁ ଦିନ ଅଡୁଆ  ବଢିବାରେ ଲାଗିଛି। ରଥଯାତ୍ରା ସପକ୍ଷରେ ଉଚ୍ଚ ନ୍ୟାୟାଳୟ ମତ ଦେଇଥିବା ବେଳେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ।  ଯାହାକୁ ଚାଲେଞ୍ଜ୍ କରି ଏବେ ସୁପ୍ରିମକୋର୍ଟରେ ମାମଲା କରାଯାଇଛି…

ବିଶ୍ଵ ରକ୍ତଦାତା ଦିବସରେ ରକ୍ତ ଦାନ କଲେ ରକ୍ତ ଭଣ୍ଡାର କର୍ମଚାରୀ 

ଝାରସୁଗୁଡା : -( ସୁବାଷ ସାହାରେ ) ବିଶ୍ଵ ରକ୍ତ ଦାତା ଦିବସ ରେ ଝାରସୁଗୁଡା ରକ୍ତଭଣ୍ଡାର ରେ ରକ୍ତଦାନ କରି ଥିବା ବ୍ୟକ୍ତି ଙ୍କୁ ୟଙ୍ଗ ଷ୍ଟାରସ୍ ଚେରିଟେବୁଲ ଟ୍ରଷ୍ଟ ତରଫ ରୁ ସାର୍ଟିଫିକେଟ ଦେଇ ସମ୍ମାନିତ ତଥା ଉତ୍ସାହିତ କରାଯାଇଥିଲା। ଏହି ବିଶେଷ ଦିବସ ରେ ବିଭିନ୍ନ ରୋଗୀ ଙ୍କ ପାଇଁ ପାଖା…

ପୋଲିସ ନାକେଦମ : ପୋଲିସ ଉପରକୁ ଈଶ୍ୱର ଫିଙ୍ଗିଲା ପଥର ଓ ହାତ ବମ  

୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ହାଇୱେ ଲୁଟେରା ବାଲେଶ୍ୱର(ଉଜ୍ଜ୍ୱଳ କର): ଦୀର୍ଘ ସାଢେ଼ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ ମହାଳିକଙ୍କ ପୁତ୍ର ଈଶ୍ୱର ମହାଳିକ(୫୧)କୁ କାବୁ…

କରୋନା ଯନ୍ତ୍ରଣା ଉଜାଡିଦେଲା ସଂସାର : ଘରୋଇ କଳି,  ୩ମାସର ପୁଅକୁ ମାରି ବାପ ବି ଗଲା ଝୁଲି 

ନୂଆପଡ଼ା/  ଅମିତ ପୁରୋହିତ : ସବୁ ଠିକ ଠାକ  ଚାଲିଥିଲା | ପ୍ରବାସରେ ଥାଇ ଜୀବନ ଠିକ ଚାଲିଥିଲା | ହେଲେ କରୋନା ବଦଳାଇଦେଲା ଜୀବନର ମୋଡ | କରୋନା ଯୋଗୁ ବନ୍ଦ ହେଲା କାରଖାନା | ତାପରେ ଜୀବିକା ହରାଇ  ପ୍ରବାସରୁ ରାଜ୍ୟକୁ ଫେରି କ୍ୱାରେଣ୍ଟାଇନ | ତାପରେ କ୍ୱାରେଣ୍ଟାଇନରୁ ଘରକୁ | ଘରେ ଲାଗିଲା…

ପିଆରଏମ ମେଡ଼ିକାଲରେ ପିଇବା ପାଣି ସମସ୍ୟାକୁ ନେଇ ଅସନ୍ତୋଷ

ସିଡ଼ିଏମଓ ସାଇବ  କହୁଛନ୍ତି "ସବୁ କିଛି ଠିକ୍ ରହିଛି" ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲର ପରିଚାଳନାଗତ ଅପାରଗତା କାରଣରୁ ବିଭିନ୍ନ ସମୟରେ ବିବାଦୀୟ ହୋଇପଡ଼ିଛି । କେତେବେଳେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ  ପୁଣି…

ମୟୂରଭଞ୍ଜ : କରୋନା ଆକ୍ରାନ୍ତ ସଂଖ୍ୟା ୧୨୧ରେ ପହଁଞ୍ଚିଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ୧୨୧କୁ ଛୁଇଁଛି । ଜିଲ୍ଲାର ବାଙ୍ଗିରିପୋଷି, ରରୁଆଁ, ବଡ଼ସାହି ଆଦି ପ୍ରତ୍ୟେକ ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକରୁ ଜଣେ ଲେଖାଏଁ  ମୋଟ ୪ ଜଣ…

ଲିଙ୍କ ଫେଲ ଆଳରେ ୩ମାସ ହେଲା ପୋଷ୍ଟ ଅଫିସ କାର୍ଯ୍ୟବନ୍ଦ

ହିତାଧିକାରୀ ସରକାରୀ ସାହାଯ୍ୟ ପାଇବାରୁ ବଂଚିତ   ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଲିଙ୍କ ଫେଲର ଆଳ ଦେଖାଇ ଓଡ଼ଗାଁ ତହସିଲ କୁରାଳ ସବ-ପୋଷ୍ଟ ଅଫିସ ୩ମାସରୁ ଉର୍ଦ୍ଧକାଳ କାର୍ଯ୍ୟବନ୍ଦ ରହିଥିବାରୁ ସରକାରୀ ସାହାର୍ଯ୍ୟ ପ୍ରାପ୍ତ ହିତାଧିକାରୀ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି…

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଅର୍ନ୍ତଗତ ମେଲଛାମୁଣ୍ଡା ଗ୍ରାମର ସ୍ଥାନୀୟ ବାସୀନ୍ଦା ଅବସରପ୍ରାପ୍ତ ଶିକ୍ଷକ ଦୂର୍ଷ୍ୟଧାନ  ପଣ୍ଡା(କୁନୁ ପଣ୍ଡା)ଙ୍କ ଶନିବାର  ଅପରାହ୍ନରେ ମେଲଛାମୁଣ୍ଡାସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହେଉଥିଲା । ସେ କିଛି…

 ଓଡ଼ିଆ ବଦଳରେ ଦେବନାଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ  

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁରୀ  ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ  2016 ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା  ପଶ୍ଚିମାଞ୍ଚଲ ଏକତା ମଞ୍ଚ ପୁଣି  ଏକ ନୂଆ ଉଦ୍ୟମ କରିଛି ।ସମ୍ବଲପୁରୀ ଭାଷା କୁ ଅଷ୍ଟମ ଅନୁଚ୍ଛେଦ ରେ ସାମିଲ  କରିବା  ପାଇଁ ଆନ୍ଦୋଳନ ଚାଲିଛି ।…