କୋଶଳ କମିଟି ହେଲ୍ପ ଲାଇନ ଆଉ ଦିବସ ସାହୁଙ୍କ ଉଦ୍ୟମରେ ୭୦ ପ୍ରବାସୀଙ୍କ ଘର ଲେଉଟାଣି
ବରଗଡ :- ବରଗଡ : ସାରା ଦେଶରେ ଚାଲିଛି ବର୍ତମାନ ଶ୍ରମିକ ମାନଙ୍କର ଘର ବାହୁଡା । ସେହି କ୍ରମରେ ଆମର ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ମଧ୍ୟ ବିଭିନ୍ନ ଉପାୟରେ ଘରକୁ ଫେରିବାର ଉଦ୍ୟମ କରୁଛନ୍ତି । ପଶ୍ଚିମଞ୍ଚଳର ଶ୍ରମିକ ମାନଙ୍କ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ପାଇଁ କୋଶଳ କମିଟି…