ଆଜି ସୁସ୍ଥ ହେଲେ ୭୩ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସୁସ୍ଥ ହୋଇଛନ୍ତି ୭୩ ଜଣ | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଂଚଛି ୩,୦୪୭ରେ | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧,୨୭୭ରେ | ଆଜି ସୁସ୍ଥଙ୍କ ମଧ୍ୟରେ ବାଲେଶ୍ୱରର ୨, ଭଦ୍ରକ ୯, ବଲାଙ୍ଗିର ୧, କଟକ ୩, ଗଞ୍ଜାମ ୪, ଜଗତସିହଂପୁର ୨, ଯାଜପୁର ୭,…