ବସ ମୋଟରସାଇକେଲ ଧକ୍କା, ୨ ମୋଟରସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ
ବାରିପଦା/ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ମଙ୍ଗଳା ମନ୍ଦିର ନିକଟରେ ତାମିଲନାଡୁରୁ ବାରିପଦା ଅଭିମୁଖେ ଆସୁଥିବା ଏକ ବସ ଧକ୍କାରେ ଦୁଇଜଣ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଟିଏନ ୨୮ ଜେ…