କରୋନା : ଆଜି ଚିହ୍ନଟ ଯେତିକି ସୁସ୍ଥ ସେତିକି
ରାଜ୍ୟରେ କରୋନା ମୁକ୍ତ ହେଲେ ୧୪୩ ଜଣ
ଭୁବନେଶ୍ୱର : ଆଜି ରାଜ୍ୟରେ ୧୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି କରୋନା ମୁକ୍ତ ହୋଇଛନ୍ତି ୧୪୩ ଜଣ | ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୮୬୩ରେ ପହଂଚିଛି | ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଂଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ…