ଅକ୍ଟୋବର ୧୫ ପରେ ଅଧା କ୍ଷମତାରେ ଖୋଲିବ ସିନେମା ହଲ, ଥିଏଟର୍ ଏବଂ ମଲ୍ଟିପ୍ଲେକ୍ସ୍
ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କ୍ଷମତା
● କଣ୍ଟେନମେଣ୍ଟ ଜୋନ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି
● 31 ଅକ୍ଟୋବର, 2020 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ କଠୋର ଲକଡାଉନ କଟକଣା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବୁଧବାର…