ବୁର୍ଲାରେ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ସହ କରୋନା ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର-ବୁର୍ଲା (ରମାକାନ୍ତ ବିଶ୍ବାଳ )- ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ର ଅବସର ରେ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ,ଜ୍ୟୋତି ବିହାର ପରିସର ରେ ଥିବା ମହାତ୍ମା ଗାନ୍ଧୀ ଙ୍କର ପ୍ରତିମୁର୍ତି ରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ ସିଦ୍ଧାର୍ଥ ଦାସ,ସମ୍ବଲପୁର ଜିଲ୍ଲା…