ବେଆଇନ କରତକଲରେ ବନବିଭାଗର ଚଢ଼ଉ : ମୂଲ୍ୟବାନ କାଠସହ ମେସିନ ,ଟ୍ରାକ୍ଟର ଜବତ ।
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅଁଏଲାଭଟା ଗ୍ରାମରେ ବହୁଦିନରୁ ଚାଲୁଥିଲା ବିପୁଳ ଚୋରା କାଠକାରବାର ଖବର ପାଇ ବନବିଭାଗ ଚଢ଼ାଉକରିଥିଲା , ସେଠାରେ ବିପୁଳ ପରିମାଣର ସାବୁଆନକାଠ ଜବତ କରିଛି ବନବିଭାଗ । ବନବିଭାଗ କିଛିଦିନ ପୂର୍ବରୁ ଖବର ପାଇଁଥିଲା ତାର ସୂତ୍ରରୁ ବିପୁଳ କାଠ…