ଝାରବନ୍ଧ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ
ଝାରବନ୍ଧ-ମନୋହର ଦାଶ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧର ନୂତନ ତହସିଲଦାର ଭାବରେ ସୀମା ସବିତା କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ତହସିଲଦାର ଅନୀଲ ହୋତାଙ୍କ ଠାରୁ ଶ୍ରୀମତୀ କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହା ପୂର୍ବରୁ ଶ୍ରୀମତୀ କୁଲୁ ଭେଡେନ ଠାରେ ତହସିଲଦାର ଥିଲେ।…