ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଝୁଲନ୍ତା ଶବ ଉଦ୍ଧାର
ଶିମଲା: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ରାଜ୍ୟପାଳ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ତାଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି | ପ୍ରାଥମିକ ତଦନ୍ତରୁ ତାହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । ସେ ସିମଲାର ବ୍ରୋକହର୍ସ ସ୍ଥିତ…