ଚାଲିବାକୁ ଅଛି ଅନେକ ବାଟ : ତଥାପି ହାର ମାନିନାହାଁନ୍ତି ନରୋତ୍ତମ,  ଥକି ନାହାଁନ୍ତି ପୁଷ୍ପା

http://www.youtube.com/watch?v=Fiqk4oD6IQU ପ୍ରବଳ ଇଛାଶକ୍ତି ଓ ଭଉଣୀଙ୍କ ତ୍ୟାଗ ଆଗରେ ହାର ମାନିଛି  ଭିନ୍ନକ୍ଷମତା  ଝାରସୁଗୁଡ଼ା :( ସୁଭାଷ ସହାରେ) ଏକ ଦୁର୍ଘଟଣାରେ ନିଜର ଦୁଇହାତ ହରାଇଥିଲେ ମଧ୍ୟ ନିଜକୁ ଅକର୍ମଣ୍ୟ ବୋଲି ଧୈର୍ଯ୍ୟ ହରାଇଲେ ନାହିଁ, ଏକଦା ଜେସିବିଚାଳକ ଭାବରେ …

ମଥୁରା ପଞ୍ଚାୟତ ୭ ଦିନ ୮ ଘଣ୍ଟା ସଟ୍ ଡାଉନ

ପୋଲସରା /ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକର ମଥୁରା ଗ୍ରାମ ପଞ୍ଚାୟତକୁ ସରପଞ୍ଚ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୬ ତାରିଖ ରାତ୍ର ୧୦ ଘଣ୍ଟା ଠାରୁ ଜୁଲାଇ ୧୩ ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୭ ଦିନ ୮ ଘଣ୍ଟା ସଟ୍ ଡାଉନ ଘୋଷଣା…

ସକାଳେ ଖବର ଲେଖିଲୁ , ଉପରବେଲା ପହଁଚିଲେ ଯୁବ ସମାଜସେବୀ 

କଳ୍ପନାଙ୍କୁ ସହାୟତାର ହାତ ବଢ଼ାଇଲେ ରବିରଞ୍ଜନ   ପଦ୍ମପୁର  (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବାଦିକଟା ପଞ୍ଚାୟତ ଘେସରା ଗ୍ରାମର କଳ୍ପନା ସାହୁ ଏକ ବିଧବା ମହିଳା । ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିଛନ୍ତି ଏହି ମହିଳା ଜଣକ । ପରିବାର କହିଲେ ନିଜେ ଏବଂ ତାଙ୍କର 2…

ସୁରାଟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ

ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା): ସୁରାଟ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ସୁରାଟରେ ରହି ପାଠ ପଢ଼ୁଥିବା ୨୫ ଟି ଓଡ଼ିଆ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ…

କରୋନା କଟକଣାକୁ ଫୁ : ଜିଲ୍ଲା ପ୍ରଶାସନ ସିଲ କଲା  ତିନି ନର୍ସିଂହୋମ 

ଝାରସୁଗୁଡା, (ସୁବାଷ ସାହାରେ)  : କୋଭିଡ ନିୟମ ମାନୁନଥିଲେ ନର୍ସିଂ ହୋମ୍ । ବାଧ୍ୟ ହୋଇ ନର୍ସିଂହୋମକୁ ସିଲ୍ କଲା ଝାରସୁଗୁଡା ପ୍ରଶାସନ।  ସହରରେ ଥିବା ତିନୋଟି ନର୍ସିଂ ହୋମକୁ ଜିଲ୍ଲା ପ୍ରଶାସନ ସିଲ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଝାରସୁଗୁଡା…

ସ୍ବର୍ଗତ ଭାରତୀ ସ୍ବାଇଁଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ 

ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁ ଜୁଲାଇ ୪ ତାରିଖ ସକାଳେ ମୃତ୍ୟୁ ବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଗଭୀର ଦୁଃଖ ପ୍ରକାଶ କରି ପରିବାରକୁ ସମବେଦନା ଜଣାଇବା…

ଇଞ୍ଚୋଳ ବିକାଶ ମଞ୍ଚ ର ସବୁଜ ସାଥି କାର୍ଯ୍ୟକ୍ରମ

ହାଟଡିହି(ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ବିକାଶ  ମଞ୍ଚ  ଓ ଏଚଡିଏଫସି ବ୍ୟାଙ୍କ୍ ଆନନ୍ଦପୁର ସହାୟତାରେ ବନ ମହୋତ୍ସବ ସପ୍ତାହ ଅବସରରେ ସବୁଜ ସାଥି  କାର୍ଯ୍ୟକ୍ରମ ରେ  ବୃକ୍ଷରୋପଣ  କରାଯାଇଥିଲା. ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସବୁଜ ସାଥି ବୃକ୍ଷରୋପଣ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୧୨ ଟି କରୋନା ପଜିଟିଭ୍ :   ଜିଲ୍ଲାପାଳ 

http://www.youtube.com/watch?v=qbzJbeXFqc8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୧୨ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର କାଶୀନଗର ଓ ଗୋଷାଣୀ…

ସମ୍ବଲପୁର ଜିଲ୍ଲା ସଟଡାଉନ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜିଲ୍ଲା ରେ ମହାମାରି କରୋନା ସଂକ୍ରମଣ କୁ  ନିୟନ୍ତ୍ରଣ  କରିବା ପାଇଁ ଆଜି ସମଗ୍ର ସମ୍ବଲପୁର ଜିଲ୍ଲା କୁ ସଟଡାଉନ କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ସଟଡାଉନ କୁ ଆଜି ଜିଲ୍ଲାରେ କଡାକଡି ଭାବରେ ପାଲନ କରାଯାଇଥିଲା । ବିଗତ…

ଆଜି ସୁସ୍ଥ ହେଲେ ୨୯୦ ଜଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସକାଳେ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯୦ ଜଣ |  ଫଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ହଜାର ଟପି ୬୨୨୪ରେ ପହଂଚିଛି | ଆଜି ସର୍ବାଧିକ ଗଂଜାମ ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ…