ଭୁବନେଶ୍ୱର : ସବୁ ଗଣତି ଓ ଆକଳନରେ ପୂର୍ଣ୍ଣଛେଦ ପଳାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଦଳୀୟ ପ୍ରାର୍ଥୀଙ୍କ ନାଁ । 38 ବାଲେଶ୍ବର ସଦର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବେ ସ୍ୱରୂପ କୁମାର ଦାସ । ସେହିପରି 102 ତିର୍ତ୍ତୋଲ ସଂରକ୍ଷିତ ଆସନରୁ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ବୋଲି ଦଳର ଉପସଭାପତି ଦେଵୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post