ମୟୂରଭଞ୍ଜରେ ପ୍ରଥମ ସଟ୍ ଡ଼ାଉନ-୨ ପୁଲିସ ଛାଉଣି ମଧ୍ୟରେ ଶେଷ
ପୁଲିସ ଭୟରେ ଔଷଧ ଦୋକାନକୁ ବାଦ ଦେଇ ଅନ୍ୟ ସବୁ ଠପ୍
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ ପ୍ରଥମ ସଟ୍ ଡ଼ାଉନ-୨ ପୁଲିସ ଛାଉଣି ମଧ୍ୟରେ ଶେଷ ହୋଇଛି । ବାରିପଦା ସହରରେ ପୁଲିସ ଭୟରେ କେବଳ ଔଷଧ ଦୋକାନକୁ ବାଦ ଦେଇ ପନିପରିବା, ଗ୍ରୋସାରୀ ଆଦି ସର୍ଟ ଡ଼ାଉନରୁ ବାଦ ପଡ଼ିଥିବା ଅନ୍ୟ ସବୁ…