ଅବକାରୀ ଯନ୍ତାରେ ମଦମାଫିଆ;ସ୍କୁଟି ସମେତ ୭୦ ଲିଟର ମଦ ଦବତ
ବାରିପଦା(ଦିଲ୍ଲୀପ ମହାନ୍ତି)--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୧କିମି ଦୂର ଖଡଖାଇ ପୋଲ ନିକଟରେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରାପ୍ରାପ୍ତ ଇନ୍ସପେକ୍ଟର ହରିହର ସିଂ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ସ୍କୁଟିରେ ଯାଉଥିବା ସନ୍ଦିଗ୍ଧ ମଦ ବେପାରୀଙ୍କୁ ଅଟକ…