ସିଂହଦ୍ୱାର ବଡଦାଣ୍ଡ ମନା ଥିଲା, ଏବେ ସ୍ୱର୍ଗଦ୍ୱାର ମହୋଦଧି ବି
ପୁରୀ (ଶାସକ ପ୍ରଶାସକ) ଶ୍ରୀମନ୍ଦିର ମନା ଥିଲା, ସିଂହଦ୍ୱାର ମନାଥିଲା | ତାପରେ ବଡ ଦାଣ୍ଡ ବି ହେଲା ବାରଣ | ଏବେ ମନା ବି ହେଲା ସ୍ୱର୍ଗ ଦ୍ୱାର , କରୋନା ସାଜିଛି କାରଣ | କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର କୌଣସି ମୃତକଙ୍କ ଶବ ସତ୍କାର ଉପରେ ଲାଗିଲା…