ଆଜି ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର( ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩୯୦ ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୭୫୦ କୁ ବୃଦ୍ଧି ପାଇଛି |
ଆଜି ସର୍ବାଧିକ ୧୦୬ ଜଣ ଗଂଜାମରୁ ସୁସ୍ଥ ହୋଇଥିବା ବେଳେ ୭୧ ଜଣ କଟକରୁ, ୩୮ଜଣ ଲେଖାଏ ସୁନ୍ଦରଗଡ଼ ଓ ମୟୁରଭଞ୍ଜରୁ , …