ରାୟଗଡା ଗସ୍ତରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ

 ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ସମୀକ୍ଷା   ରାୟଗଡ଼ା(ଶାସକ ପ୍ରଶାସକ) - ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ  ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି   ସରକାରଙ୍କ ବିଭିନ୍ନ  ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ…

ଗୁହାରି କେବେ ଶୁଣିମା ହେବ ହେ ମଣିମା!

 ବାବୁଲା ଓ କୁମୁଦିନୀଙ୍କ ଉପରେ ପଡିବ କି ପ୍ରଶାସନର ନଜର ! ଆଠମଲ୍ଲିକ/ସନ୍ତୋଷ ମେହେର: ଯୋଜନା ମାଳ ମାଳ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବାରେ ବିଫଳ I ଆମେ କହୁଛୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବେଲତଇଳା ଗ୍ରାମର ବାବୁଲା ନାୟକ ଏବଂ ତାଙ୍କ ପତ୍ନୀ କୁମୁଦିନୀଙ୍କର…

କୋଭିଡ ଉପରେ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ, ହେଲେ  ନିଜେ ପିନ୍ଧୁନାହାନ୍ତି ମାସ୍କ

ସାମ୍ବାଦିକ ସମ୍ମଳିନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର…

ବାଲିପଦରରେ କରୋନା ନେଲା ଆଉଏକ ମୁଣ୍ଡ

ବିଶିଷ୍ଟ ଯୁବ ସମାଜସେବୀ ଔଷଧ ବ୍ୟବସାୟୀ ଜି.ପ୍ରତାପ କୁମାର ପାତ୍ରଙ୍କ କରୋନାରେ ମୃତ ବୁଗୁଡା (ଡ଼ କୁମୁଦ ଚନ୍ଦ୍ର ବେହେରା) :  ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାମନାଥ ପାତ୍ର ଏଣ୍ଡ ସନସ(ମେଡ଼ିକାଲ ଷ୍ଟୋର ) ର ପ୍ରୋପାଇଟର ଯୁବ ବ୍ୟବସାୟୀ ଜି.ପ୍ରତାପ…

ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା)- ସୁରତ ମହାନଗର ନିଗମରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜର ଅନ୍ୟତମ ନୂତନ ଶାଖା ସୁରତର ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି। ସୁରତରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ରହୁଥିବା…

ବୁଗୁଡା ବ୍ଲକର ହଟ୍ ସ୍ପଟ୍ ହେଉଛି ବାଲିପଦର: ପଜିଟିଭ ୩୦, ମୃତ୍ୟୁ ସଂଖ୍ୟା ୨

ବୁଗୁଡା(ଡଃ କୁମୁଦ ଚଂଦ୍ର ବେହେରା) - ବୁଗୁଡା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତ ବାଲିପଦର ଓ ସଦାଶିବପୁର ଶାସନକୁ ନେଇ ଗଠିତ।ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର ଅଟେ। ବାଲିପଦର ହେଉଛି ଏକ ବ୍ୟବସାୟ ପେଣ୍ଠ। ଆଖପାଖ ବହୁ ଗ୍ରାମର ଲୋକମାନେ ବାଲିପଦର ଉପରେ ନିର୍ଭର କରୁଥିବା ବେଳେ ସର୍ବଦା…

ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ବାରିପଦା/ ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲିଆଡ଼ିହା ଛକରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର  ହୋଇଥିବା ଖବର ହସ୍ତଗତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ କାରଣ ଜଣାପଡିନାହିଁ। ତେବେ ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା…

 ଆଜି ସୁସ୍ଥ ହେଲେ ୬୦୯  ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୦୯  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୮୬୪  କୁ ବୃଦ୍ଧି ପାଇଛି |  ୨୬୮ଜଣ ଗଂଜାମରୁ, ୧୩୫ଜଣ ସୁନ୍ଦରଗଡରୁ, ୩୭ଜଣ ଖୋର୍ଦ୍ଧାରୁ,…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଗୁଣପୁର ଗସ୍ତ 

ଗୁଣପୁର/ମାଧବ ବିଡ଼ିକା : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ଗୁଣପୁର ଗସ୍ତରେ ଆସି କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । ରାୟଗଡ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ…

ଏମିତିକା ରାସ୍ତା : ଦେଖିଲେ ଛାତି କୁଂଢ଼େ ମୋଟ ହୋଇଯିବ 

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆଇଓସିଏଲ ବଢେଇମୁଣ୍ଡା ରାସ୍ତା ବେଦାନ୍ତ ଓ ସ୍ପଞ୍ଜ ଆଇରନ କାରଖାନାର ଶହଶହ ଟ୍ରକ ଗଡୁଛି ,ଲୋକେ ହୀନସ୍ତା ଝାରସୁଗୁଡା/ ସୁବାଷ ସାହାରେ: ଝାରସୁଗୁଡ଼ା ଆଇଓସିଏଲ ଠାରୁ ସାରସମାଳ ଧୁତରା ରାସ୍ତା ଅତି ଦୁର୍ଗମପୂର୍ଣ୍ଣ ସହ ଶୋଚନୀୟ ହୋଇ ପଡିଥିବା ବେଳେ…