କଣ୍ଟେନମେଣ୍ଟରେ ୱାର୍ଡ ନଂ ୭, ୱାର୍ଡ ନମ୍ବର ତିନିକୁ ସମ୍ପୂର୍ଣ୍ଣ ସିଲ 

ଧର୍ମଗଡ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ…

ବୄଦ୍ଧାଶ୍ରମର ଅନ୍ତେବାସୀଙ୍କ ପାଇଁ  ସହାୟତାର ହାତ ବଢ଼ାଇଲେ ସମାଜସେବୀ 

ପଦ୍ମପୁର-କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଛି  । ଏହି ମହାମାରୀର ପ୍ରଭାବ ଧନି ଗରିବ ଖଟିଖିଆ ସମସ୍ତଙ୍କ ଉପରେ ପଡିଛି ଏମାକୁ ଦୄଷ୍ଟିରେ ରଖି ପାଇକମାଲ ଅଞ୍ଚଳର ଯୁବ ସମାଜସେବୀ ରବିନାରାୟଣ ସାହୁ ନୄସିଂହନାଥ ସ୍ଥିତ ବୄଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ ପନ୍ଦର ଦିନର ରାସନ ସାମଗ୍ରୀ…

୭୧ତମ ବନ ମହୋତ୍ସବ ପାଳନ କଲେ ପାହାଡେସ୍ୱର ବିକାଶ ପରିଷଦ ।

ଝାରସୁଗୁଡା /ସୁବାଷ ସାହାରେ :  ଝାରସୁଗୁଡ଼ାରେ ଆଜି ସକାଳେ ସ୍ଥାନୀୟ ପାହାଡେଶ୍ୱର ବିକାଶ ପରିଷଦ ଏବଂ ପାହାଡ଼ି ମନ୍ଦିର ନିବାସୀଙ୍କୁ ବନ ବିଭାଗ ୭୧ ତମ ବନ ମହୋତ୍ସବ ଅବସରରେ ଚାରା ଗଛ ବଣ୍ଟନ କରିବାକୁ ଯାଇ ପିଜୁଳି, ଶାଗୁଆନ,କୃଷ୍ଣ ଚୁଡା, ଅଁଳା, ଅମୃତ ଭଣ୍ଡା, ଅଗସ୍ତି, ବଉଳ  ଆଦି ୩୭୦ ଟି…

ପୁଣି ଲକ ଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ)  ଆସନ୍ତା କାଲି ରାତି ୯ଟା ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଜିଲ୍ଲା ଯଥା - ଖୋର୍ଦ୍ଧା,କଟକ, ଗଞ୍ଜାମ ,ଯାଜପୁର ଓ ରାଉରକେଲା ମହାନଗର କୁ ସମ୍ଫୁର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର  । ଏହି ସମୟରେ ହସ୍‌ପିଟାଲ୍, ନର୍ସିଂ ହୋମ ଖୋଲା ରହିବ । ସକାଳ ୬ ରୁ ଦିନ ୧…

 କୋରୋନା ଲଢେଇ ପାଇଁ ସହାୟତାର ହାତ ବଢ଼ାଇଲେ ଝାରସୁଗୁଡ଼ା ଶିକ୍ଷକ ଓ କର୍ମଚାରୀ ସମୁଦାୟ । 

http://www.youtube.com/watch?v=HB2Uhpp70l0 ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ପ୍ରଦାନ କଲେ ୩୨,୩୦,୧୦୦ ଟଙ୍କା  ଝାରସୁଗୁଡ଼ା :(ସୁଭାଷ ସହାରେ) : କୋଭିଡ-19ର ମୁକାବିଲା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷକ ଓ କର୍ମଚାରୀ,ଜିଲ୍ଲା ଶିକ୍ଷକ ଅଧିକାରୀ, ବ୍ଲକ ଶିକ୍ଷକ ଅଧିକାରୀଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୋଗେଶ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) :ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ  ସୁନ୍ଦରଗଡ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା  ଯୋଗେଶ ସିଂ | ଶ୍ରୀ ସିଂ ତାଙ୍କ କୃତଜ୍ଞତା ବାର୍ତ୍ତାରେ କହିଛନ୍ତି ଯେ" ବିଜୁ ଜନତା ଦଳ ସୁପ୍ରିମୋ…

ଆଜି ସୁସ୍ଥ ହେଲେ ୪୦୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୪୦୧  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦୮୭୭  କୁ ବୃଦ୍ଧି ପାଇଛି | ଆଜି ସୁସ୍ଥଙ୍କ ମଧ୍ୟରେ ୯୮ଜଣ ଯାଜପୁରରୁ, ୮୪ଜଣ ଗଂଜାମରୁ,…

ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ ଚେତାବନୀ : ଓଭର ଲୋଡିଂ ବନ୍ଦ କର, ନଚେତ୍  ଧାରଣା l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର  ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣ୍ଣପାତ କରୁ ନ…

ବିଏମସି ଏରିଆରୁ ଚିହ୍ନଟ ହେଲେ ୬୦ ଆକ୍ରାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୬୦ .ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୬୦ ଜଣଙ୍କ ମଧ୍ୟରୁ ୨୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ  ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ନୂତନ…

ବିଜେଡି ପ୍ରକାଶ କଲା ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ ଏମାନଙ୍କ ମଧ୍ୟରେ 8 ଜଣ ମହିଳା ବି ସ୍ଥାନ ପାଇଥିବା ଜଣା ପଡିଛି |  ପୂର୍ବରୁ  ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବିଜୁ ଦଳର ୧୮…