ତିନିଶହରୁ ଉର୍ଦ୍ଧ୍ବ ଗରିବ ଦୋକାନୀଙ୍କୁ ଖାଦ୍ୟ ବାକ୍ସ ପ୍ରଦାନ କଲେ ବିଧାୟକ ରାଜେନ୍ଦ୍ର ଢୋଲକିଆ
ନୂଆପଡା/କୋମନା :- କୋରୋନା ବଦଳାଇ ଦେଇଛି ଲୋକଙ୍କର ଜୀବନଯାପନ ଶୈଳୀ । କୋରୋନା କାଳରେ ଅସ୍ତବ୍ୟସ୍ତ ହୋଇପଡିଛି ଲୋକଙ୍କର ଜୀବନଜୀବିକା । ମୂଖ୍ୟତଃ ରାସ୍ତା କଡରେ ଛୋଟିଆ ଜଳଖିଆ ଦୋକାନ କରିଥିବା ଲୋକ କିମ୍ବା ଛୋଟଛୋଟ ହୋଟେଲ ମାନେ ହରାଇ ବସିଛନ୍ତି ଜୀବିକା । ଜୀବିକା ହରାଇଥିବା ଏହି ଛୋଟିଆ…