‘ରଙ୍ଗବତୀ ବିଲୁଙ୍ଗ’ : ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ – ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ • ମିତ୍ରଭାନୁ ଗୌନ୍ତିଆଙ୍କ ଅନୁରୋଧ କ୍ରମେ ଗତବର୍ଷ 18 ଡିସେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ଧର୍ମେନ୍ଦ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) : ରଙ୍ଗବତୀ ଗୀତର ଗୀତିକାର…

କରୋନା ନେଲା ଆଉ ଦୁଇ ଜୀବନ, ବୁଗୁଡା ଓଷ୍ଟା ସଭାପତି ଓ ବୁଗୁଡା ରାଜସ୍ବ ବିଭାଗ ପିଅନ

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକରେ କରୋନା ନେଲା ଆଉ ଦୁଇ ଜୀବନ। ସେ ଦୁଇ ଜଣହେଲେ ବୁଗୁଡା ବ୍ଲକ ଓଷ୍ଟାର ସଭାପତି ତଥା ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଆମର ସାହୁ ଓ ରାଜସ୍ବ ବିଭାଗର କର୍ମଚାରୀ ବାଲିପଦର ଆର ଆଇ ଅଫିସର ପିଅନ ରମେଶ…

ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ  

ଝାରସୁଗୁଡ଼ା :(ସୁଭାଷ ସହାରେ): କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ଅନ୍ୟାଦେଶ ଯାଏ  ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ |  ଝାରସୁଗୁଡ଼ାରୁ ଯାତ୍ରାରମ୍ଭ କରୁଥିବା ବା  ଝାରସୁଗୁଡ଼ାକୁ ଗନ୍ତବ୍ୟ ସ୍ଥଳ କରି ଯାତ୍ରା କରୁଥିବା  ସମସ୍ତ ବସ୍ ଚଳାଚଳକୁ…

ବିଦ୍ୟାଳୟ ପରିଚାଳନା ନିମନ୍ତେ ଭିକ୍ଷାବୃତ୍ତି କରି ପ୍ରଶାସନକୁ ପାଣ୍ଠି ଯୋଗାଇବ ଭଞ୍ଜସେନା

ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପ୍ରତି ଉଦାସୀନ ପ୍ରଶାସନ  ବାରିପଦା(ଦିଲ୍ଲୀପ ମହାନ୍ତି )- ବନ୍ଦ ହେବାକୁ ଯାଉଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷିଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ । ଅଷ୍ଟମରୁ ଦଶମ ଶ୍ରେଣୀ…

‘ଏଲାଏନ୍ସ ଏୟାର’ ର ନୂତନ ଉଡ଼ାଣ ଘୋଷଣା! 

ଝାରସୁଗୁଡ଼ା :(ସୁଭାଷ ସହାରେ): ଏୟାର ଇଣ୍ଡିଆ ଲିମିଟେଡର ସହାୟକ ଏୟାରଲାଇନ୍ସ 'ଏଲାଏନ୍ସ ଏୟାର' ଜୁଲାଇ ୨୪ ତାରିଖରୁ ଆଞ୍ଚଳିକ ବିମାନ ସେବାର ପରିସର ବଢ଼ାଇବାକୁ ଯାଇ ନୂତନ ଉଡ଼ାଣର ବ୍ୟବସ୍ଥା କରିବାକୁ ଯାଉଛି। ଆଞ୍ଚଳିକ ଉଡ଼ାଣ ସେବାକୁ ଆହୁରି ବୃଦ୍ଧି କରିବା ଏହାର ଲକ୍ଷ୍ୟକୁ ମେଟ୍ରୋ ଓ ଟାୟାର…

ଚୋରି କରିଥିବା ୫ ଜଣ କୁ ଗିରଫ କଲା ବଡ଼ମାଲ ପୋଲିସ ।

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବଡ଼ମାଲ ଅଞ୍ଚଳ ରେ ୨୧ ତାରିଖ ଗଣେଶ ସାହୁଙ୍କ ଭଡା ଘରୁ ଜିନିଷ ପତ୍ର ଚୋରି ହୋଇଥିବାର ଅଭିଯୋଗ  ବଡ଼ମାଲ ଥାନାରେ କରିବା ପରେ ବଡ଼ମାଲ ପୋଲିସ ଏକ ମାମଲା ୧୪୬/୨୦୨୦ ରୁଜୁ କରି ଚଢ଼ାଉ କରି ୫ ଜଣକୁ ଗିରଫ କରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି ।…

ଯୁବତୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ମଙ୍ଗଲବଜାର ସ୍ଥିତ ପୁରୁଣା ଜିଲ୍ଲା ସଦର ଡାକ୍ତର ଖାନାରେ ଗତ ୧୫ ତାରିଖ ରାତିରେ ମଙ୍ଗଳ ବଜାର ରୋଡ଼ର ଫରହତ ଯାହାନ(୨୭) ନାମକ ଜଣେ  ବିବାହିତ ଯୁବତୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପୁରୁଣା ମଙ୍ଗଲବଜାର ଚିକିତ୍ସାଳୟରେ ନିଆଯାଇଥିଲା…

ଟଙ୍କଧର ହେଲେ ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ 

ସ୍ୱାଗତ କଲେ ଜିଲ୍ଲା ସଭାପତି ଗିରିଶ ପଟେଲ ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡିଶା ପ୍ରଦେଶ ବିଜେପି ର ୩୬ ଗୋଟି ସାଙ୍ଗଠନିକ ଜିଲ୍ଲା ର ପ୍ରଭାରୀ ଙ୍କ ନିଯୁକ୍ତି କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସମ୍ବଲପୁର…

ସମ୍ବଲପୁର ଜିଲ୍ଲାରେ ୫ ଟି ସ୍ଥାନରେ ଖୋଲିଲା କରୋନା ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଆଜି ଠାରୁ ସମ୍ବଲପୁର ଜ଼ିଲ୍ଲାରେ ୫ ଟି ସ୍ଥାନ ରେ କରୋନା ସ୍ୱାବ ନମୁନା ସଂଗ୍ରହ  କେନ୍ଦ୍ର ଖୋଲା ଯାଇଥିବା ଜ଼ିଲ୍ଲାପାଳ ଶୁଭମ ସକ୍ସ ସେନା ସୂଚନା ଦେଇଛନ୍ତି l ଆଜି ଠାରୁ ସମ୍ବଲପୁର ମହାନଗର ନିଗମ ର ୫ ଟି ସ୍ଥାନ ଯଥା ବୁଢାରଜା ଉଚ୍ଚ ବିଦ୍ୟାଳୟ,…

କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ଫାର୍ମାସିଷ୍ଟ ଓ ନର୍ସମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତକରନ୍ତୁ…

 ଭୁବନେଶ୍ୱର : ଜୁଲାଇ ୧୪ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ନମ୍ବର:-୧୬୭୦୫ ଜରିଆରେ ରାଜ୍ୟ ସରକାର ସାରା ରାଜ୍ୟରେ ସାତ ହଜାର ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ନିଯୁକ୍ତି ପ୍ରଦାନ…