ପାଣି ପଂଚାୟତ ପକ୍ଷ -୨୦୨୬: ରାଜ୍ୟସ୍ତରୀୟ ଉଦଯାପନୀରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରସ୍କୃତ ।

କେନ୍ଦ୍ରାପଡ଼ା:୨୩/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ଭୁବନେଶ୍ୱର ଲୋକସେବା ଭଵନ କନଭେନସନ ସେଣ୍ଟରଠାରେ ଗତକାଲି ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଝିଅ ପ୍ରାଚୀ ପ୍ରିୟଦର୍ଶିନୀ ରାଉତ ରାଜ୍ୟସ୍ତରୀୟ ଵକ୍ରୁତା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି |…

ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟ ବେଲଗୁଣ୍ଠା କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନିଆ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହା ଉଢୁରା କ୍ଳଷ୍ଟର ସିଆରସିସି ରମେଶଚ଼ନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏଥିରେ…

ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିରିପୁର ଗ୍ରାମରେ ଶ୍ରୀ ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆସନ୍ତା ଫେବ୍ରୁୟାରୀ ମାସ ଚବିଶି ତାରିଖରୁ ଅଠେଇଶ ତାରିଖ ପର୍ଯ୍ୟନ୍ତ ଚବିଶି ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ I ଏହା ସହିତ ଘୃତ ଯଜ୍ଞ ଏବଂ…

କୁମୁଣ୍ଡିରେ ସପ୍ତଦଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ସପ୍ତଦଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ନାମ ଯଜ୍ଞ ପାଇଁ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସନ୍ଧ୍ୟାରେ…

ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ରାୟଗଡ଼, ୨୩/୦୧: ରାୟଗଡ଼ା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଆଜି ଶ୍ରୀ ସପ୍ତଗିରି ଉଲ୍ଲକା, ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତରେ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ରାୟଗଡ଼…

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡ଼: ତା.୨୩/୦୧: ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ: ତାରିଖ ୨୩/୧/26- ମାଲକାନଗିରି ଜିଲ୍ଲା ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ରେ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ସଂଘ ର ସଭାପତି ବାଲାରାଜୁ ପାଢ଼ି ଙ୍କ ତତ୍ତ୍ବାବଧାନ ରେ ପାଳିତ ହୋଇ ଯାଇଛି। ଉକ୍ତ ସଭା ରେ ମୁଖ୍ଯ ବକ୍ତା ଉାବେ ପ୍ରକାଶ…

ନେତାଜୀ ୟୁଥ କ୍ଲବର 34 ତମ ବାର୍ଷିକ ଉତ୍ସବ

ବାଲୁଗାଁ:(ସେକ୍ କୌସର):ବାଲୁଗାଁ ପୌରାଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେତାଜୀ ୟୁଥ କ୍ଲବର 34 ତମ ବାର୍ଷିକ ଉତ୍ସବ ତଥା 130ତମ ନେତାଜୀ ଜୟନ୍ତୀ ଅନୁଷ୍ଠାନର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ ଦଧିବାମନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ…

ବେଲଗୁଣ୍ଠାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଦଣ୍ଡନାଚ ନାଟ୍ୟ ପୁସ୍ତକ ପୂଜା ଅନୁଷ୍ଠିତ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାରେ ଆଗାମୀ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦଣ୍ଡନାଚ ପାଇଁ ପ୍ରଥମ ସୋପାନର ଶୁଭାରମ୍ଭ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ତିଥିରେ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନାଟ୍ୟ ପୁସ୍ତକ ପୂଜା…

ବୋମା ଫୁଟି ୧୦ମ ଶ୍ରେଣୀ ଛାତ୍ରର ବାମହାତ ପାପୁଲି ଗୁରୁତର ଭାବେ କ୍ଷତାକ୍ତ,

ଘଟଣା ସ୍ଥଳରୁ ଶୁକ୍ରବାର ଅନ୍ୟ ଏକ ବୋମା ନିଷ୍କ୍ରିୟକାରୀ ଦଳଙ୍କ ଦ୍ବାରା ଉଦ୍ଧାର,ପୋଲିସ ତଦନ୍ତର ଯୋରଦାର, ଓଡ଼ଗାଁ, ୨୩।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଗୁଉମି କାମ୍ପଲା ରାସ୍ତା କଲଭଟ କାନ୍ଥ ଉପରେ ବସିଥିବା ୧୦ ଶ୍ରେଣୀ ଛାତ୍ରର…