ବିଏମସିରେ ଚାକିରୀ ଦେବେ କହି ଟଂକା ଲୁଟୁଥିଲା ଠକ
ଅଫର ଲେଟର ଦେଉଥିଲେ , ଜୟନିଙ୍ଗ ଲେଟର ବି ଦେଉଥିଲା ପିଲାଙ୍କୁ
ନୟାଗଡ଼ (ବିଶ୍ୱଜିତ ନାୟକ) - ଚାକିରୀ କରେଇ ଦେବି କହି ଯୁବକ ଯୁବତୀମାନଙ୍କ ଠାରୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା ଜଣେ ଯୁବକ । ଅଫର ଲେଟର ଦେଉଥିଲେ ଏବଂ ଜୟନିଙ୍ଗ ଲେଟର ମଧ୍ୟ ପଠାଉଥିଲେ ।କୋୖଣସି ଛୋଟ ସଂସ୍ଥାରେ ନୁହେଁ ଖୋଦ…