ସହସ୍ର ମୁହାଁ କରୋନା :  ନୂଆ ୯୦ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୯୦୯ ରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୦ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର…

ଓଡ଼ଗାଁରେ ଅମାନିଆ ହେଲା କରୋନା : ଗୋଟିଏ ଦିନରେ ୨୫ ଚିହ୍ନଟ

କଣ୍ଟେନମେଣ୍ଟ ଘୋଷଣା ଓ ନାକାବନ୍ଦୀକୁ ଅଂଚଳବାସୀଙ୍କ ବିରୋଧ  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଓଡ଼ଗାଁ ଏନଏସିର ୩ଟି ୱାର୍ଡକୁ  ଆଜି ପୁଣି କଣ୍ଟେନମେଣ୍ଟ  ଘୋଷଣା କରିଥିବା ବେଳେ ଏହାକୁ କାର୍ଯ୍ୟକରି  କରିବାକୁ ଏନ୍ଏସି ପ୍ରଶାସନ ହୋଇଛି  ବିରୋଧର…

ପୋଖରୀରେ ବୁଡି ମହିଳା ଚାଷୀ ମୃତ ! 

ଝାରସୁଗୁଡା (ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଡୁଙ୍ଗ ମୌଜାର ମକରଧ୍ବଜ ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତି ମୁଣ୍ଡା ବୟସ (୪୯) । ସେ ଗତକାଲି କ୍ଷେତକୁ ଚାଷ କାର୍ଯ୍ୟରେ ଯାଇଥିଲେ । ମିଳିଥିବା ଖବର ଅନୁଯାୟୀ ଗତକାଲି କ୍ଷେତକୁ ଯାଇଥିବା…

ପ୍ରଚାର ପ୍ରସାର ଠାରୁ ଦୂରରେ, ଲୋକଙ୍କ ସେବାରେ ସମାଜସେବୀ

file photo ଝାରସୁଗୁଡ଼ା (ସୁଭାଷ ସହାରେ): ଝାରସୁଗୁଡ଼ାରେ ଏବେ ରକ୍ତ ଦାନ ପ୍ରାୟ ୪ ବର୍ଷ ହେଲା ନିୟମିତ ଭାବରେ ହୋଇଆସୁଛି ଏହି ରକ୍ତଦାନ କାର୍ଯ୍ୟକ୍ରମ କୁ ପ୍ଲିଜ  ବ୍ଲଡ଼ ଡୋନେଟ ଏମରଜେନ୍ସି ,ୟଙ୍ଗ ଷ୍ଟାର ଚାରିଟେବଲ ଟ୍ରଷ୍ଟ ,ମିଶସ ହଣ୍ଡରେଡ଼ ,ଜୀବନ ଧାରା ଓ ସ୍ୱୟଂ ସିଦ୍ଧ ବ୍ଲଡ଼…

” କୋଭିଡ ମୃତକଙ୍କ ପରିବାର ଲୋକ ଚାହିଁଲେ, ସତର୍କତାମୂଳକ ପଦକ୍ଷେପ ସହ କରିପାରିବେ ସଂସ୍କାର ” 

କୋଭିଡ ରୋଗୀଙ୍କ ମୃତ ଶରୀରର ପରିଚାଳନା ପାଇଁ କଲେକ୍ଟର ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସଆରସି ମୃତ ଶରୀରକୁ ଉପଯୁକ୍ତ ତଥା ସୁରକ୍ଷିତ  ଢଙ୍ଗରେ ପରିଚାଳନା ଏବଂ ପରିବହନ ଅପରିହାର୍ଯ୍ୟ  ପରିବାର ସଦସ୍ୟଙ୍କୁ ସତର୍କତାର ପ୍ରୟୋଗ ସହିତ ଶେଷ ଦର୍ଶନ ପାଇଁ  ଅନୁମତି…

ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ 

• ସରକାରୀ ଇ-ମାର୍କେଟ ସହିତ ରେଲୱେ ଡିଜିଟାଲ ସପ୍ଲାଇ ଚେନ୍‌ ହେବ ସଂଯୁକ୍ତ  • ରେଳବାଇ ବର୍ଷକୁ କିଣିଥାଏ 70 ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଓ ସେବା  • ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ • ରେଳବାଇର…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୭୨୮  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୭୨୮   ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୫୯୨୮ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୩୯୧  ଜଣ ଗଂଜାମ ଜିଲ୍ଲାରୁ | ସେହିପରି  ୪୯ଜଣ  ଖୋର୍ଦ୍ଧାରୁ, ୪୩ଜଣ କଟକରୁ,୩୩ଜଣ ବାଲେଶ୍ୱର, ୩୨ଜଣ…

ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ସରକାରୀ ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତୁ…

କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ ଲକ୍ଷରୁ ଉର୍ଧ୍ଵ ଚାଷୀଙ୍କ ପାଖକୁ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ପ୍ରସଙ୍ଗ  ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର  କୋରନା ସଙ୍କଟ ଚାଲିଥିବାବେଳେ ରାଜ୍ୟସରକାର କାଳିଆ…

ସମ୍ବଲପୁର ସହର ର ସାକ୍ଷୀପଡା, ବଡ଼ବଜ଼ାର ଆଦି ୮ ଟି ଅଂଚଳରେ ୧୪୪ ଲାଗୁ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଆଜି ରାଜ୍ୟର ୨୪ ଟି ଜ଼ିଲ୍ଲା ରୁ ସମୁଦାୟ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମାତ୍ର, କ୍ରମାଗତ ସମ୍ବଲପୁର  ଜ଼ିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଆଜି ଜ଼ିଲ୍ଲା ରୁ ଜଣେ ମଧ୍ୟ କରୋନା ପୋଜିଟିଭ ଚି଼ହ୍ନଟ ହୋଇ…

ଦୁର୍ଘଟଣାରେ ଆହତ ଗାଈ ବାଛୁରୀଙ୍କୁ ଉଦ୍ଧାର କଲା ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସ୍ଥାନୀୟ ଧନୁପାଲୀ ଭତରା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଏକ ବାଛୁରୀ ଏବଂ ଗାଈ  ଗୁରୁତର ଆହତ ହୋଇ ବୁଲୁଥିଲେ l ଶୁକ୍ରବାର ଏହାର ସୂଚନା ପାଇ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ, ପକ୍ଷରୁ ସଭାପତି ସୌରଭ ରଞ୍ଜନ ମହାପାତ୍ର,…