ଗଜପତିରୁ ଆଜି ପୁଣି ନୂଆ ୧୦୮ ଟି କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୧୦୮ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।  ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୬୮ ଜଣ , ରାୟଗଡ ବ୍ଳକରୁ ୯ ଜଣ ,…

ରାଜ୍ୟରେ ୨୯ ଜିଲ୍ଲାରୁ ୧୬୦୨  ଜଣ ଚିହ୍ନଟ 

ଗଂଜାମ ୩୦୮ ଜଣ, ଖୋର୍ଦ୍ଧା ୨୮୫ , ରାୟଗଡାରୁ ୧୬୪ ଓ ଗଜପତିରୁ ୧୦୮ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯  ଜିଲ୍ଲାରୁ ୧୬୦୨ ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୯୯୩  ଜଣ ଚିହ୍ନଟ ହୋଇଥିବା ବେଳେ ୬୦୯  ଜଣ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ…

ଆଜି ୫୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ  ୭୬୪ 

 ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୧୧୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୬୪   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୯୫,୯୮୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି…

ଅନ୍ଧାରରୁ ଆଲୁଅକୁ ହାତଧରି ବାଟ କାଢିନେଇଥିଲେ ପ୍ରଭାକର 

କାଲି ହୋଟେଲ ଢାବାରେ କାଟୁଥିଲେ ପରିବା, ପୋଛୁଥିଲେ ଟେବୁଲ ଆଉ ମାଜୁଥିଲେ ବାସନ ଆଜି ସେମାନେ ପାଠପଢି ସଫଳତାର ସହ ମାଟ୍ରିକ ପରୀକ୍ଷାରେ ହେଲେ ଉତ୍ତୀର୍ଣ  କାଲିର ଶିଶୁ ଶ୍ରମିକ ଆଜି ୬୦%ରୁ ଅଧିକ ମାର୍କ ରଖି ଡେଇଁଲେ ଦଶମ ଶ୍ରେଣୀ  ହେଲେ ସଫଳତାର ରାସ୍ତାରେ ପାଦ…

ସନ୍ଧ୍ୟା ୭ ଟାରୁ ସକାଳ ୫ ଟାପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ :  ଜାରି ରହିବ ସପ୍ତାହାନ୍ତ ସଟଡ଼ାଉନ

ଅଗଷ୍ଟ-୧ ଓ ୨ ଦିନ ଗୋଟାଏ ପର୍ଯ୍ୟନ୍ତ ସଟଡ଼ାଉନ କୋହଳ ବାରିପଦା (ଦିଲ୍ଲୀପ ମହାନ୍ତି ) : ରାଜ୍ୟ  ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶାନୁସାରେ କୋଭିଡ୍-୧୯ ସଂକ୍ରମଣକୁ  ପ୍ରତିରୋଧ ଉଦେ୍ଧଶ୍ୟରେ ଲକ୍ଡାଉନ୍ (ଅନଲକ – ୩) ସମୟ ଚଳିତ…

ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୮ l

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ୧ ଜଣ  ରେଢ଼ାଖୋଲର ହୋଇଥିବା ବେଳେ  ବାକି ସବୁ ୫୫ ଯାକ ମାମଲା…

କୋଭିଡ ମାର୍ଗଦର୍ଶିକା ଉଲ୍ଲଙ୍ଘନରେ ବିଜେପି ସକ୍ରିୟ: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ପାଳନରେ ସହଯୋଗ କରିବା ବଦଳରେ ସକି୍ରୟ ଭାବେ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ଅବସ୍ଥା ଏଭଳି ହୋଇଛି ଯେ ବିଜେପି ନେତାମାନେ ଏବେ ଟିଭିରେ ମୁହଁ ଦେଖାଇବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି । ଏଭଳି…

ଓଡ଼ଗାଁ ଅଂଚଳରେ ୩୧ କରୋନା ପଜେଟିଭ୍  ଚିହ୍ନଟ

 ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରାଯାଉଥିଲା ବେଳେ କରୋନା ତାର କାୟା ବିସ୍ତାରୀ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିଚାଲିଛି । ଗତକାଲି ଓଡ଼ଗାଁ ବ୍ଲକ ଅଂଚଳରେ ୧୨ଜଣ ଚିହ୍ନଟ ହୋଇଥିବା ବେଳେ…

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୩୧ ତାରିଖରେ ବ୍ଳକର ୩ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲେମତାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌରୀ ସେଠୀ ,…

ସାହିତ୍ୟିକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ୫୫ତମ ଜୟନ୍ତୀ

ବୁଗୁଡ଼ା( ଡ଼ କୁମୁଦ ଚନ୍ଦ୍ର ବେହେରା):  ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଂପାଦକ, ସାହିତ୍ୟିକ ଏବଂ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ୫୫ତମ ଜୟନ୍ତୀ…