ଡୁମେରଗୁଡା ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ
ଧର୍ମଗଡ ସୁଶାନ୍ତ ରାଉତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ମୁଖୀଗୁଡା ଗ୍ରାମରେ ଜଣେ ପ୍ରବାସୀ ଙ୍କ ଠାରେ କରୋନା ପଜେଟିଭ ବାହାରିଥିବା ଜଣାପଡିଛି । ରିପୋର୍ଟ ଆସିବା ପରେ ଡୁମେରଗୁଡା ସରପଞ୍ଚ ସୁରେଶ ଭଇଁସାଲ ତୁରନ୍ତ ମୁଖୀଗୁଡା ଗ୍ରାମ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଜନ…