୨୮ ଜିଲ୍ଲାରୁ ଚିହ୍ନଟ ହେଲେ ୧୬୪୩ ଆକ୍ରାନ୍ତ 

 ଆଜି ଗଂଜାମ ଖୋର୍ଦ୍ଧା ଟାଇ , ରାୟଗଡ଼ା-ସମ୍ବଲପୁର-ସୁନ୍ଦରଗଡରେ ସେଞ୍ଚୁରୀ  ଭୁବନେଶ୍ୱର(ଶାସକ ପ୍ରଶାସକ) :  ଗତକାଲି ରେକର୍ଡ ସଂଖ୍ୟକ ୧୮୧୦ଜଣ କୋଭିଡ ରୋଗୀ ସୁସ୍ଥ ହୋଇ  ଡିସଚାର୍ଜ ହୋଇ ଏ ରୋଗରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୯୭ରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟରେ ୧୬୪୩…

ଆଜି  ବି ଷାଠିଏ ହଜାର ଉପରେ :  ଆକ୍ରାନ୍ତ ୬୧,୫୩୭  /୯୩୩ 

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୧,୫୩୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୩୩   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୦,୮୮,୬୧୨   ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୧୯,୦୮୮   ଜଣ | ଏ ଯାବତ ଦେଶରେ ୧୪,୨୭,୦୦୬  ଜଣ ସୁସ୍ଥ ହୋଇ…

ଶାସକ ପ୍ରଶାସକର ଛୋଟିଆ ପ୍ରୟାସ, ଆଣିଲା ଗାୟତ୍ରୀଙ୍କ ମୁହଁରେ ହସ 

 http://www.youtube.com/watch?v=izCtX38BJb8  ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ  ଦୃଷ୍ଟିବାଧିତା ଗାୟତ୍ରୀଙ୍କୁ ଆଦିତ୍ୟ ବିରଳାରେ ମିଲିଲା ନିଯୁକ୍ତି  ସମସ୍ୟା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବା "ଶାସକ ପ୍ରଶାସକ"କୁ ଦେଲେ କୃତଜ୍ଞତା  ସମ୍ବଲପୁର(ରମାକାନ୍ତ…

ସମ୍ବଲପୁର ମଣ୍ଡଳରେ ବ୍ୟବସାୟ ବିକାଶ ୟୁନିଟର ଭରଚୁଆଲ ପ୍ରେସମିଟ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ଭାରତୀୟ ରେଳୱେ ବୋର୍ଡର ନିର୍ଦେଶ ଅନୁସାରେ ମାଳ ପରିବହନ ବ୍ୟବସ୍ଥା ର ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେବା ପାଇଁ ଗଠିତ ବ୍ୟବସାୟ ବିକାଶ ୟୁନିଟ ର ପୂର୍ବତଟ ରେଳପଥ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଏହି ବ୍ୟବସାୟ ବିକାଶ ୟୁନିଟ ର ଏକ ଭରଚୁଆଲ ପ୍ରେସ ମିଟ…

ସମ୍ବଲପୁର ଫୁଟବଲ ଛାତ୍ରାବାସ ସ୍ଥାନାନ୍ତରକୁ ପଶ୍ଚିମାଞ୍ଚଳ ଏକତା ମଂଚର  ବିରୋଧ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଫୁଟବଲ ଛାତ୍ରାବାସ  ରାଜ୍ୟରେ ନିଜର  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।  ନାଁକରା ଫୁଟବଲ ତାରକା ସୃଷ୍ଟି  କରିବାରେ ସଫଳ ହୋଇଛି । ଏହାସହ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ମାନଙ୍କରେ  ଅନେକ ସଫଳତା ଅର୍ଜନ କରିଛି ବିଶେଷ କରି ମହିଳା ଫୁଟବଲ…

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଜୟନାରାୟଣ ଓ ନାଉରି : “ନୂଆଖାଇ”ପାଇଁ କୋହଳ ହେଉ ସଟଡାଉନ୍ :

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ପଶ୍ଚିମ ଓଡିଶାର ଗଣପର୍ବ "ନୂଆଖାଇ"ରେ ସଟଡାଉନକୁ  କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନାଉରି ନାୟକ ।  ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହନ୍ତ ଶନିବାର ଓ ରବିବାର…

ମାଲବାହୀ ଗାଡି ଧକ୍କାରେ ପ୍ରାଣ ହରାଇଲେ  ଅବସରପ୍ରାପ୍ତ ଶିକ୍ଷକ

ବଲାଙ୍ଗୀର (ନିରୋଜ ମିଶ୍ର)  ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର ପୂର୍ବତନ ସରପଞ୍ଚ ମଞ୍ଜୁବାଳା ମେହେରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମେହେର…

ସମୁଦ୍ର ତଳେ ବିଛାଯାଇଛି କେବୁଲ : ଆରମ୍ଭ ହେବ  ଆଣ୍ଡାମାନ-ନିକୋବର ସହ ସମୁଦ୍ର ତଳ କେବ୍‌ଲ ସଂଯୋଗ ବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସୋମବାର କରିବେ ଉଦ୍ଘାଟନ  • ସମୁଦ୍ର ଭିତରେ  ଚେନ୍ନଇରୁ ପୋଟବ୍ଲେୟାର ଏବଂ 7ଟି ଦ୍ୱୀପକୁ ବିଛାଯାଇଛି 2300 କିଲୋମିଟର ଲମ୍ବ କେବ୍‌ଲ • ଏହାଦ୍ୱାରା ଆଣ୍ଡାମାନ-ନିକୋବର ସହିତ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ସଂଯୋଗ ସୁବିଧା ମିଳିବ ନୂଆଦିଲ୍ଲୀ (ଶାସକ…

କରୋନା ମୁକାବିଲାରେ ଆଗଧାଡିରେ ସୋଆ

୨୦୦୦ ରୁ ଉର୍ଦ୍ଧ୍ବ  ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି ସଂକ୍ରମିତଙ୍କ ଚିକିତ୍ସା ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି…

ତେଜିଲା ରାସାୟନିକ ସାରର ଅଭାବୀ ବିକ୍ରି ମାମଲା। ସମସ୍ଯାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଜିଲ୍ଲା…

 ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରେ ଚାଷୀମାନଙ୍କ ପାଇଁ ରାସାୟନିକ ସାର ଅଭାବ ବର୍ତ୍ତମାନ ପାଇଁ ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି।ଏହାକୁ ନେଇ ପୂର୍ବରୁ ଜିଲ୍ଲା ବିଜେପି ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ  ଚିଠି ମାଧ୍ୟମରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ କଂଗ୍ରେସ ଦଳର…