ଇଏ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ନା ଆଉ କିଛି…..!!!!

ଘଂଟାଏ ବିଳମ୍ବରେ ପହଁଚିଲେ, ବାଟରେ ଗାଡି ଅଟକାଇ ସଇତିଲିଆ ଖାଇଲେ : ଚାଲିଗଲା ନିରୀହ ଶିଶୁର ଜୀବନ   ବାରିପଦା(ଦିଲ୍ଲୀପ ମହାନ୍ତି)-ବେତନଟୀ ନିକଟସ୍ଥ ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ବେହେରାଙ୍କ  ଏକ ବର୍ଷର ପୁଅକୁ ଝାଡା ବାନ୍ତି ହେବାରୁ ଗତ ଅଗଷ୍ଟ ୯ ରେ ବାରିପଦା ପି ଆର ଏମ ମେଡିକାଲରେ…

ନିଜର ପରିଚୟ ଦେଇପାରୁନଥିବା ଜଣେ ଯୁବକ ଉଦ୍ଧାର !

ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଶ୍ୟାମସୁନ୍ଦରପୁର୍‌ ଗ୍ରାମକୁ କେଉଁ ଆଡୁ ଚାଲି ଆସିଥିବା ଅଜଣା ବ୍ୟକ୍ତି ଓ ମାନସିକ ସ୍ଥିତି ଭଲନଥିବା ଜଣେ ଯୁବକଙ୍କୁ ବୌଦ୍ଧ ଥାନା ପୋଲିସ୍‌ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ ଲୁଙ୍ଗିଟିଏ ପିନ୍ଧି…

ବେଲଗାମ ପୂର୍ତ୍ତବିଭାଗର କେଳେଙ୍କାରୀ: ଚେଇଁ ଶୋଇଛି ଦୁର୍ନୀତି ନିବାରଣ ବିଭାଗ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ:: - ସୁନ୍ଦରଗଡ଼ ପୂର୍ତ୍ତ ବିଭାଗରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଦିନକୁ ଦିନ ପଦାକୁ ଆସୁଥିବା ବେଳେ ରାଜ୍ୟ ସରକାର ଏକପ୍ରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତାଛଡା ଉକ୍ତ ସମସ୍ତ କେଳେଙ୍କାରୀ ସ୍ଥାନୀୟ ଦୁର୍ନୀତି ନିବାରଣ ବିଭାଗର…

ଗୋଟିଏ ଦିନରେ ଦୁଇଟି ଅପମୃତ୍ୟୁ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଗୋଟିଏ ଦିନରେ ଦୁଇଟି ଅପାମୃତ୍ୟ ମାମଲା ରୁଜୁ କରାଯାଇଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସୂଚନା ମୁତାବକ କେରମେଲାବାହାଲ ଗ୍ରାମପଞ୍ଚାୟତ ର ଗଣ୍ଡପାଳି ଗ୍ରାମର ମଧୁ ନାୟକ (୫୧) ନିକଟସ୍ଥ ହରଡ଼ାଟାଲ ଜଙ୍ଗଲରେ କୀଟ ନାଶକ…

ସ୍ବେଚ୍ଛାକୃତ ପ୍ଲାଜମା ଦାନ କଲେ ନୟାଗଡ଼ର ଦୁଇ ବ୍ୟକ୍ତି 

ନୟାଗଡ଼ (ବିଶ୍ୱଜିତ ନାୟକ ) - ସାରା ଭାରତ ବର୍ଷରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି । କିଛି ଗୁରୁତର ରୋଗୀ ପ୍ରାଣ ହରାଉଛନ୍ତି ଏହି…

ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଜିଲ୍ଲା ଇନଚାର୍ଜ ଭାବେ ଦାୟିତ୍ୱ ଦେଲା ବିଜେଡି 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ଆଦେଶଗୁଡିକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇ ଦଳର ବରିଷ୍ଠ ନେତ୍ରୀ ମାନଙ୍କୁ ବିଭନ୍ନ ଜିଲ୍ଲା ଇନ ଚାର୍ଜ ଭାବେ ଦେଇ ଛନ୍ତି | ଆଜି ଦଳ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |  ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ  ବାଗ୍‌ଚୀ ଦମ୍ପତ୍ତି ଦାନ କଲେ ୭.୫୦ କୋଟି 

ପୁରୀ ଜିଲ୍ଲାର ଅସହାୟ ମହିଳାଙ୍କ ସହାୟତା ପାଇଁ ବିନି ଯୋଗ ହେବ ପୂର୍ବରୁ  ବଲାଙ୍ଗୀର ପାଇଁ ଦେଇ ଥିଲେ ଅଢେ଼ଇ କୋଟି  ଭୁବନେଶ୍ବର(ଶାସକ ପ୍ରଶାସକ) : ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ…

ପାଟଣାଗଡରେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିର 

ସଂଗୃହୀତ ହେଲା ୧୬୦ ୟୁନିଟ ରକ୍ତ    ପାଟଣାଗଡ଼ (ଶାସକ ପ୍ରଶାସକ) ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ…

ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ ଲଢେଇ ଜାରି ରଖ – ମୁଖ୍ୟମନ୍ତ୍ରୀ

କୋଭିଡ୍‌ ମୁକାବିଲା: ଗଞ୍ଜାମର ସରପଞ୍ଚମାନଙ୍କ କଥା ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଜପତି ଓ ରାୟଗଡା ଜିଲ୍ଲାରେ ଅନ୍ ଲାଇନ୍ ବିଭାଗ ଆଭ୍ୟାସ ବର୍ଗ ଓ ଛାତ୍ର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ବିଭାଗ ତରଫରୁ ଅଗଷ୍ଟ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନ୍ ଲାଇନ୍ virtual ବିଭାଗ ଅଭ୍ୟାସ ବର୍ଗ , ୪ ଟି ପର୍ଯ୍ୟାୟରେ  ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପରିଷଦର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ…