ନାବାଳିକା ନିଖୋଜ ମାମଲାକୁ ନେଇ ଗଣ୍ଡଗୋଳ;ଅଭିଯୋଗକାରିଣୀ ଆହତ, ଜଣେ ଗିରଫ
ଓଡ଼ଗାଁ, ୩୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ପଞ୍ଚାୟତର ଯାତ୍ରାବରପାଟଣା ଗ୍ରାମରେ ଜଣେ ନାବାଳିକା ନିଖୋଜ ମାମଲାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଅଭିଯୋଗକାରିଣୀ ସୁଶାନ୍ତି ବାରିକ ଆହତ…