ଗଜପତିରେ କପା ମଣ୍ଡି ଉଦଘାଟନ : କପାଚାଷୀ ସଚେତନତା ଓ କପାର ଗୁଣାତ୍ମକ ମାନ ପରୀକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ କମିଟି ମାଧ୍ୟମରେ ଭାରତୀୟ କପା ନିଗମ ଲିମିଟେଡ଼ , ରାୟଗଡା ପକ୍ଷରୁ ଚାଷୀଙ୍କ କପା କ୍ରୟ ନିମନ୍ତେ କପାମଣ୍ଡି ଉଦ୍ ଘାଟନ ହୋଇଯାଇଛି । …