ସାମାଜିକ କର୍ମୀ ଦୀନେଶ ପ୍ରଧାନଙ୍କ ଉଦ୍ୟମ ଯୋଗୁ ନ୍ୟାୟ ପାଇଲେ ମେଧାବୀ ଛାତ୍ର ଉମାକାନ୍ତ
କଳାହାଣ୍ଡି /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଳ ଗ୍ରାମର ଛାତ୍ର ଉମାକାନ୍ତ ନିଆଲ | ଏହି ଛାତ୍ର 2017 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ମେଧାବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ | କିନ୍ତୁ ବିଦ୍ୟାଳୟ…