ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : କୃତଜ୍ଞତା ଜଣାଇଲେ ଅରୁଣ
ହାକ ହୋଇଥିବା ଆକାଉଣ୍ଟରୁ ଦୂର ହେଲା ଅସଙ୍ଗତି
ଭୁବନେଶ୍ୱର : ଆଜି କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ଥିବା କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା ପାଇଁ କୃତଜ୍ଞତା…