କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର l ଏଥିରେ କୁର୍ତ୍ତୃମଗଡ଼ ପଂଚାୟତର ପୂର୍ବତନ ସରପଞ୍ଚ ଶିରୀଶ ମଳିକ ତଥା ବିଜେଡି ନେତାଙ୍କୁ ଧମକପୂର୍ଣ୍ଣ ବାର୍ତା ଦେଇଛି ମାଓ ସଂଗଠନ l ଯେଉଁଥିରେ ଉଲେଖ ରହିଛି…