ଶିକାରୀ ହେଲା ଶିକାର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ପଞ୍ଚାୟତର ଚୁଡାପୁଡୁଗ ଜଙ୍ଗଲରେ ଘଟିଛି ଅଘଟଣ ,ଗତ କାଲି ରାତିରେ ଜନ୍ତୁ ଶିକାର ପାଇଁ ବିଛାଇଥିବା ୧୧କେଭି ଲାଇନ ସଂସ୍ପର୍ଷରେ ଆସି ଶିକାରୀ ମୃତ୍ୟୁ I ମୃତକ…