ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଟୀକାକରଣ ଅଭିଯାନ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଠାରେ ଆଜି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ କୋରୋନା ଟୀକାକରଣ ଅଭିଯାନ । ଡାକ୍ତରଖାନା ର ବରିଷ୍ଠ କିରାଣୀ ଶ୍ରୀ ଲମ୍ବୋଦର ପଟେଲ ଙ୍କୁ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ଚିକିତ୍ସା ଅଧିକାରୀ…