ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତାଙ୍କ ବିୟୋଗ
ଟିଟିଲାଗଡ ,(ଗୌରବ ଦର୍ଜୀ)- ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନ ରୁ ବୃଦ୍ଧାବସ୍ଥା ରେ ପୀଡ଼ିତ ଥିଲେ। ଆଜି ଟିଟିଲାଗଡ ର ହାଟପଦା ପଡା ସ୍ଥିତ ତାଙ୍କ ବାସଭବନ ରେ ୯୬ ବର୍ଷ ବୟସ ରେ ମୃତ୍ୟୁ ବରଣ…