ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ
ପଦ୍ମପୁର/ଶାସକ ପ୍ରଶାସକ - ଏବିପି ନ୍ୟୁଜ ଓ ସି ଭୋଟର ଦେଶକା ମୋଡ଼ ସର୍ଭେ ଅନୁସାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହି ଖୁସି ଖବର ଶୁଣି ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଖେଲି ଯାଇଛି । ବିଭିନ୍ନ…