ମୋଟିଭେଟର ଭୂମିକାରେ ମନ୍ତ୍ରୀ ଅରୁଣ : ଦେଲେ ସଂକଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରେରଣା
କରୋନା ସମୟରେ ଘରେ ରହି ପ୍ରଯୁକ୍ତି ଓ ଟେକ୍ନୋଲୋଜି ର ସଦୁପଯୋଗ କରି ଜ୍ଞାନ ଆହରଣ କରି ପାରିବା – ଡ଼ଃ ଅରୁଣ ସାହୁ
ପାଠ୍ୟପୁସ୍ତକ (ଟେକ୍ସଟ ବୁକ) ପଢିବା ସହିତ ଜ୍ଞାନ ପାଠ(ନଲେଜ ଟେକ୍ସଟ) ବି ପଢନ୍ତୁ ଛାତ୍ରଛାତ୍ରୀ
"୧୬୬୫ ଖ୍ରୀଷ୍ଟାଦ୍ଧ ରେ କେମ୍ବ୍ରିଜ୍ ୟୁନିଭରସିଟି ପ୍ଲେଗ୍ ଯୋଗୁଁ…