“ବାଟ ହୁଡୁଛନ୍ତି ଯୁବ ପିଢ଼ି , ନିଶା ମେଲାଉଛି କାୟା : ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଲୋକଙ୍କ ଦାବି
ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ) ପାଟଣାଗଡ଼ ଥାନା ଅଞ୍ଚଳରେ ବର୍ତ୍ତମାନ କରୋନା ମହାମାରୀର ତାଣ୍ଡବ ଲୀଳାରେ ଲୋକେ ତ୍ରାହି ଡ଼ାକ ଛାଡୁଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ପାଟଣାଗଡ଼ ଉପଖଣ୍ଡ ପୋଲିସ ହେଡକ୍ୱାଟର ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥିବା ପରି…