ପୋଲିସ ଠାବ କଲା ଜାଲ ନୋଟ ରାକେଟ : ଅଭିଯୁକ୍ତ ଗିରଫ ଯନ୍ତ୍ରାଂଶ ଜବତ
ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ ଟାଉନ ଥାନା ରାଜବଗିଚାସ୍ଥିତ ଅମରେନ୍ଦ୍ର ବଜାର ଲେନ ଅଂଚଳର ଏକ ଭଡା ଘରୁ ଜବତ ହୋଇଛି ଜାଲ ନୋଟ ଏବଂ ତିଆରି ଯନ୍ତ୍ରାଂଶ । ଆଜି ଅଭିଯୁକ୍ତ ନିଜେ ଏକ ୟ୍ୟାମ୍ହା ସୋରୁମ୍ରୁ ବାଇକ କିଣିବା ପାଇଁ ଯାଇଥିବା ବେଳେ ସେଠାରେ ଟଙ୍କା ଦବା ନବା ବେଳେ ଏଭଳି ଘଟଣା…