କୁରୁମବାଙ୍କତରା ଗ୍ରାମର ନବବଧୂ ହତ୍ୟାକାଣ୍ଡ: ଅଭିଯୁକ୍ତ ସ୍ୱାମୀ ଦୀପକ ଗିରଫ,
ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ଘଟିଥିବା ନବବଧୂ ଶୁଭଶ୍ରୀ ମହାପାତ୍ର (୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ସ୍ୱାମୀ ଦୀପକ କୁମାର ମହାପାତ୍ରଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ…