ଷ୍ଟାଡି ଆଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାରେ ପ୍ରତିଷ୍ଠିତ " ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି " ପକ୍ଷରୁ ସିମାଞ୍ଚଳ ମାର୍ଗରେ ଜାନୁୟାରୀ ୩୧ ତାରିଖ ଦିନ ଏକ ଆଲୋଚନା ଚକ୍ର ଗୁଗୁଲ ମିଟ୍ ଆପ୍ ମାଧ୍ୟମରେ ହୋଇଯାଇଛି। " ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ : ଏହାର ବିକାଶ ଓ ଭବିଷ୍ୟତ " ଶୀର୍ଷକ…