ପୂର୍ବତଟ ରେଳପଥ କୁ ଦୂର୍ବଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତି କୁ ବରଦାସ୍ତ କରାଯିବ ନାହିଁ :…
"ଡବଲ ଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧ ରେ କାର୍ଯ୍ଯ କରୁଛି"
ଭୁବନେଶ୍ୱର,ତାରିଖ:୦୪.୦୪.୨୦୨୬: ପାଲାସା–ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍ରୁ ଦକ୍ଷିଣ ଉପକୂଳ ରେଳପଥ (SCoRly) କୁ ସ୍ଥାନାନ୍ତରଣ ନେଇ ଆଜି ଓଡ଼ିଶାର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ…